କମିଶନରେଟ୍ ପୋଲିସ ପକ୍ଷରୁ ଲାଗୁହେଲା ନୁଆ ନୀୟମ, ନୀୟମ ନ ମାନିଲେ ଆପଣ ଗଣିବେ ତଣ୍ଡ
ଭୁବନେଶ୍ୱର: ଆପଣମାନେ ବିନା ହେଲମେଟ କିମ୍ବା ବିନା ସିଟ ବେଲ୍ଟରେ ଗାଡି ଚଲାଉଛନ୍ତି କି ? ତାହେଲ ହୋଇ ଯାଆନ୍ତୁ ସାବଧାନ । ଏନେଇ କମିଶନରେଟ ପୋଲିସ ଏକ ସାଇନବୋର୍ଡ ମାରିଛନ୍ତି । ଆମାନିଆ ହେବେ ଏଥର ସାବାର୍ଡ । ନୂଆ ଟ୍ରାଫିକକୁ ନେଇ ନୁଆ ନୀୟମ ଆଗକୁ ରାଜ୍ୟରେ ଲାଗୁହେବାକୁ ଯାଉଛି । …