ପୋଲିସର ଦାଦାଗିରି : ଜଳଖିଆ ଦୋକାନ ଭିତରେ ପଶି ତତଲା ତେଲ କଡେଇକୁ ମାରିଲେ ଶକ୍ତ ପାହାର, ଗରମ ତେଲ ଛିଟିକି ଦୋକାନୀ ଆହତ
ସୁବର୍ଣ୍ଣପୁର : କରୋନା କଟକଣା ନାଁରେ ପୋଲିସର ଦବଙ୍ଗଗିରି। ପୋଲିସର ଦବଙ୍ଗଗିରି ପାଇଁ ଦୋକାନୀ ଦେହରେ ପଡ଼ିଲା ତତଲା ତେଲ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟା ପ୍ରାୟ ସାଢେ ସାତଟା ବେଳେ ବୀରମହାରାଜପୁର ପୋଲିସ ପିସିଆର ଭ୍ୟାନ…