ଆଜିଠୁ ୬୩ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା
ଭୁବନେଶ୍ବର(କେନ୍ଯୁଜ୍): ଆଜିଠୁ ଆରମ୍ଭ ହେବ ୬୩ତମ ବରିଷ୍ଠ ପୋଲିସ ଅଫିସର ସମ୍ମିଳନୀ । ୩ ଦିନ ଧରି ଚାଲିବ ସମ୍ମିଳନୀ। ପୋଲିସ ମୁଖ୍ୟାଳୟରୁ ଭର୍ଚୁଆଲ ମାଧ୍ୟମରେ ପୋଲିସ ଡିଜି ଅଭୟ ଏହି ସମ୍ମିଳନୀକୁ ଉଦଘାଟନ କରିବେ । IPS ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ମଧ୍ୟରେ ଆସନ୍ତା ପଞ୍ଚାୟତ ନିର୍ବାଚନ…