Below header
Browsing Tag

possession snake

ବେଆଇନ୍ ଭାବରେ ସାପ ରଖିବା ଅଭିଯୋଗରେ ଜଣେ ଗିରଫ, ମିର୍ଜା ମହମ୍ମଦ ଆରିଫଙ୍କୁ ବାନ୍ଧିଲା ବନ ବିଭାଗ

ଭଦ୍ରକ (କେନ୍ୟୁଜ): ବେଆଇନ୍ ଭାବରେ ସାପ ରଖିବା ଅଭିଯୋଗରେ ଭଦ୍ରକରୁ ଜଣେ ଯୁବକ ଗିରଫ । ଭଦ୍ରକ ରେଞ୍ଜ ଅଞ୍ଚଳରୁ ମିର୍ଜା ମହମ୍ମଦ ଆରିଫଙ୍କୁ ଗିରଫ କରିଛି ବନ ବିଭାଗ । ତାଙ୍କଠାରୁ ଦୁଇଟି ବିଷଧର ନାଗ ସାପ ଉଦ୍ଧାର ହୋଇଛି । ଏନେଇ ସୋସିଆଲ୍ ମିଡିଆ Xରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପିସିସିଏଫ୍…