Below header
Browsing Tag

post office recruitment

ମାଟ୍ରିକ ପାସଙ୍କ ପାଇଁ ଡାକ ବିଭାଗରେ ୯୮୦୮୩ ପଦବି ଖାଲି, ଆବେଦନ ପାଇଁ ଜାଣନ୍ତୁ ପୁରା ବିବରଣୀ

ସଂଚାର ମନ୍ତ୍ରଣାଳୟ ବିଭାଗ ଅଧୀନ ଡାକ ବିଭାଗରେ ୯୮୦୮୩ ଖାଲି ପଦବି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏଥି ମଧ୍ୟରୁ ୫୯୦୯୯ ପଦବି ପୋଷ୍ଟାଲ ପାଇଁ, ୧୪୪୫ ମେଲ୍‌ ଗାର୍ଡ ଆଉ ଅନ୍ୟଗୁଡିକ ମଲ୍ଟି ଟ୍ୟାକ୍ସିଂ ପଦବି ପାଇଁ ବୋଲି ଜଣାଯାଇଛି । ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ପୋଷ୍ଟଅଫିସ…

ପୋଷ୍ଟ ଅଫିସରେ ୪୧୬୬ ପଦ ପାଇଁ ଜଲଦି କରନ୍ତୁ ଆବେଦନ, ବିନା ପରୀକ୍ଷାରେ ମିଳିବ ଚାକିରି !

ଭାରତୀୟ ଡାକ ବିଭାଗରେ ହଜାର ପଦ ପାଇଁ ନିଯୁକ୍ତି ବାହାରିଛି। ଏହି ଭର୍ତ୍ତି ପାଇଁ ହରିୟାଣା ପୋର୍ଟାଲ ସର୍କଲ, ମଧ୍ୟପ୍ରଦେଶ ପୋର୍ଟାଲ ସର୍କଲ ଏବଂ ଉତ୍ତରାଖଣ୍ଡ ପୋର୍ଟାଲ ସର୍କଲରେ ୪୧୦୦ ରୁ ଅଧିକ ପଦରେ ନିଯୁକ୍ତି କରାଯିବ। ସବୁଠୁ ଭଲ କଥା ହେଉଛି ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିଲେ ଆପଣ…