Below header
Browsing Tag

pradhanmantri awas yojana

ଆବାସ ଯୋଜାନାରେ ଆସିଲା ଘର ହେଲେ ପାଇ ପାରିଲେନି ହିତାଧିକାରୀ: ଫାଇଦା ନେଲେ ପଂଚାୟତର ପୂର୍ବତନ ଜିଆରଏସ୍

ସୋରଡା : ଆବାସ ଯୋଜାନାରେ ଆସିଲା ଘର। ମାତ୍ର ହିତାଧିକାରୀ ପାଇ ପାରିଲେନି ଏହାର ସୁଫଳ। ଏହାର ଫାଇଦା ନେଲେ ପଂଚାୟତର ପୂର୍ବତନ ଜିଆରଏସ। ଘର କାମ ପାଇଁ ସାମଗ୍ରୀ ଆଣିଲେ ଜିଆରଏସ। ଘରି ତିଆରିବି ଆରମ୍ଭ ହେଲା। ହିତାଧିକାରୀଙ୍କ ଖାତାକୁ ଘରି ତିଆରି ପାଇଁ ଟଙ୍କା ଆସିଲା। ଆଉ ଏହି ଟଙ୍କାକୁ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠକେଇ, ୪ ବର୍ଷରେ ୨୦ ଲକ୍ଷରୁ ଅଧିକ ଲୁଟ୍‌ ହୋଇଥିବା ଅଭିଯୋଗ

ଝାରସୁଗୁଡ଼ା(କେନ୍ୟୁଜ୍): ଝାରସୁଗୁଡ଼ା ଜିଲ୍ଲା ପଞ୍ଚଗାଁ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ଏହି ଦୁର୍ନୀତିରେ ସ୍ଥାନୀୟ ପଞ୍ଚାୟତର ଜିଆର୍‌ଏସ୍ ପ୍ରଭାତ ସା ଏବଂ ଲଖନପୁରର ଜୁନିୟର ଇଞ୍ଜିନିୟର ପ୍ରକାଶ ସାହୁ ଜଡିତ ଥିବାର ଏକ ଭିଡିଓ ଭାଇରାଲ୍ ହେବାରେ…