Below header
Browsing Tag

pramila bisoi

ଶେଷ ପର୍ଯ୍ୟାୟ ମତଦାନ: ବୁଥ୍‌ ନିକଟରେ ମୁଣ୍ଡିଆ ମାରିଲେ ସାଂସଦ ପ୍ରମିଳା ବିଶୋୟୀ

କେନ୍ୟୁଜ୍(ବ୍ୟୁରୋ): ପଞ୍ଚମ ପର୍ଯ୍ୟାୟ ମତଦାନରେ କରୁଛନ୍ତିି ହେଭିେଓ୍ଵଟ୍‌ । ଭୋଟ୍‌ ଦେଲେ ଆସ୍କା ସାଂସଦ ପ୍ରମିଳା ବିଶୋୟୀ । ବୁଥ୍‌ ନିକଟରେ ମୁଣ୍ଡିଆ ମାରିବା ସହ ଜଗନ୍ନାଥଙ୍କ ଆର୍ଶୀବାଦରୁ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ହେବ ବୋଲି କହିଛନ୍ତି । ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ମତଦାନ…

କାରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି ସାଂସଦ ପ୍ରମିଳା ବିଶୋଇ

(କେନ୍ୟୁଜ) : ବିଶ୍ଵ ମହାମାରୀ କାରୋନା ଏବେ ସାରା ଦେଶରେ ତାଣ୍ଡବ କରୁଛି। ବିଶ୍ଵବାସୀଙ୍କ ନିଦ ହଜାଇଛି ଏହି ଘାତକ କାରୋନା ଭାଇରସ। ଏହି ଜୀବନ ନାଶକ କାରୋନା ଭାରତରେ ମଧ୍ୟ ତାର କାୟା ବିସ୍ତାର କରିସାରିଛି। ସେଥିପାଇଁ ପୂରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଏହି ଭୟଙ୍କର ଭାଇରସରେ ଓଡ଼ିଶାର…

 ନୂଆବର୍ଷରେ ନୂଆ ଅନ୍ଦାଜରେ ସାଂସଦ ପ୍ରମିଳା ବିଶୋୟୀ, ର‍୍ୟାମ୍ପରେ ଦେଖାଇଲେ ଜଲୱା

କେନ୍ୟୁଜ୍(ବ୍ୟୁରୋ):  ଆଧୁନିକ ଗୀତ, ସଂଗୀତ। ତାଳେ ତାଳେ ଝୁମୁଛନ୍ତି ସାଂସଦ ପ୍ରମୀଳା ବିଷୋୟୀ।ସ୍ଥାନ ଆସିକା ଟାଉନ୍‌ ହଲ୍‌। ଅବସର ଜିରୋ ନାଇଟ୍‌ ସେଲିବ୍ରେସନ। ଉପସ୍ଥିତ ଥିଲେ ପ୍ରମୀଳା ବିଷୋୟୀ। ଭିନ୍ନ ରୂପରେ ଦେଖିଥିଲେ ଲୋକେ। ବୟସ ୭୪ ବର୍ଷ। ଏ ବୟସରେ ତାଙ୍କ ଏନର୍ଜୀରେ ସମସ୍ତେ…

ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀଙ୍କୁ ମିଳିଲା ଆରବିଏସ୍ ଆର୍ଥ ହିରୋ ପୁରସ୍କାର-୨୦୧୯

ଭୁବନେଶ୍ବର: ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ମାନ୍ୟବର ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଓଡିଶାରେ ୨୦ଲକ୍ଷରୁ ଅଧିକ ମହିଳାଙ୍କ ନିକଟରେ ପହଁଚି ପାରିଥିବା ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମ ମିଶନ୍ ଶକ୍ତିକୁ ଏକ ନୂତନ ପରିଚୟ ପ୍ରଦାନ କରିଛନ୍ତି । ଗଞ୍ଜାମ ଜିଲ୍ଲାର ଆସ୍କା ବ୍ଳକରେ ତାଙ୍କ…

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଚିଠି ଲେଖିଲେ ପ୍ରମିଳା ବିଷୋୟୀ, ଜାଣନ୍ତୁ କଣ କହିଲେ ଆସିକା ସାଂସଦ

ଭାରତୀୟ ବାୟୁସେନାର ବିମାନ ଏଏନ-୩୨ର ନିଖୋଜ ଓଡ଼ିଆ ପାଇଲଟ୍‌ ସୁନୀତ ମହାନ୍ତିଙ୍କ ଉଦ୍ଧାର ପାଇଁ ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଅନୁରୋଧ । ଏନେଇ ସେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଚିଠି ଲେଖିଛନ୍ତି । ସୁନୀତଙ୍କ ସହ ବିମାନରେ ଥିବା ଅନ୍ୟ ୧୩ ଜଣଙ୍କୁ ଠାବ ପାଇଁ ଅନୁରୋଧ…