Browsing Tag

precision dose

କୋଭିଡ଼ ହୋଇଥିଲେ ସୁସ୍ଥର ୩ ମାସ ପର୍ଯ୍ୟନ୍ତ ନେଇପାରିବେ ନାହିଁ ପ୍ରିକସନ ଡୋଜ୍‌

ନୂଆଦିଲ୍ଲୀ: କୋଭିଡ଼ ହୋଇଥିଲେ ସୁସ୍ଥର ୩ ମାସ ପର୍ଯ୍ୟନ୍ତ ନେଇପାରିବେ ନାହିଁ ପ୍ରିକସନ ଡୋଜ୍‌ । କୋଭିଡ଼ ହୋଇଥିଲେ ପ୍ରିକସନ ଡୋଜ୍‌ ୩ ମାସ ଘୁଞ୍ଚିବ । ସବୁ ରାଜ୍ୟକୁ ଚିଠି ଲେଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏବେ ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧାଓ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ…

ଆଜିଠୁୁ ଦେଶରେ ପ୍ରିକସନ ଡୋଜ୍‌, ଜାଣନ୍ତୁ କେଉଁମାନେ ନେଇପାରିବେ

ନୂଆଦିଲ୍ଲୀ: ଆଜିଠୁୁ ଦେଶରେ ପ୍ରିକସନ ଡୋଜ୍‌ । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍‌ ଓ୍ଵାର୍କର ଓ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ । ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୪ହଜାରରୁ ଅଧିକ ସ୍ଲଟ ବୁକିଂ ହୋଇସାରିଛି। ଯେଉଁମାନେ ଅତି କମରେ…