Below header
Browsing Tag

pregnancy

ଗର୍ଭାବସ୍ଥା ସମୟରେ କାଶ ହେଉଛି କି? ପ୍ରଥମେ ଭଲ ନିଦରେ ଶୁଅନ୍ତୁ, ଜାଣନ୍ତୁ ଏହିପରି ୫ଟି ଘରୋଇ ଉପଚାର ବିଷୟରେ

ଗର୍ଭାବସ୍ଥା ସମୟରେ ମହିଳାମାନେ ନିଜର ସବୁ ପ୍ରକାର ଯତ୍ନ ନେବା ଉଚିତ। ଏହା ଏମିତି ଏକ ଅବସ୍ଥା, ଯେଉଁଥିରେ ମହିଳାଙ୍କଠାରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ତେଣୁ ଏହି ସମୟରେ ଯେକୌଣସି ରୋଗ ସହ ଜଡ଼ିତ କଥା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଠିକ୍‌ ସମୟରେ ଉପଚାର ନ କଲେ, ସଂକ୍ରମଣ ଭଳି…

ଗର୍ଭାବସ୍ଥା ସମୟରେ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ, ଚୁଟ୍‌କିରେ ଦୂର ହୋଇଯିବ କୋଷ୍ଠକାଠିନ୍ୟ ସମସ୍ୟା

ଗର୍ଭାବସ୍ଥା ସମୟରେ କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା। ଆଉ ଆପଣ ଏ ବିଷୟରେ କହିବା ପାଇଁ ଆଦୌ ଲାଜ କରିବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ ଏଥିରୁ ମୁକୁଳିବାର ଘରୋଇ ଉପାୟ କହିବାକୁ ଯାଉଛୁ। • ଗର୍ଭାବସ୍ଥା ସମୟରେ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରଥମେ ତନ୍ତୁଜାତୀୟ…

ଶାରୀରିକ ସମ୍ପର୍କ ବିନା ମଧ୍ୟ ହୋଇପାରନ୍ତି ଗର୍ଭବତୀ! ତେଣୁ ଭୁଲରେ ବି କରନ୍ତୁନି ଏସବୁ କାମ

ଉଭୟ ପତିପତ୍ନୀ ଓ ପ୍ରେମୀଯୁଗଳଙ୍କ ପାଇଁ ଶାରୀରିକ ସମ୍ପର୍କ ଏକ ନୂତନ ଅନୁଭବ। ପରସ୍ପର ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାରେ ଏହା ସାହାଯ୍ୟ କରେ। ଉଭୟେ ଉଭୟଙ୍କୁ ଅଧିକ ଚିହ୍ନିବା ବା ଜାଣିବାରେ ମଧ୍ୟ ସହବାସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ବେଳେବେଳେ ବିନା ପ୍ରୋଟେକ୍ସନ୍‌ରେ…

ଗର୍ଭାବସ୍ଥାର ଆଠ ମାସରେ ଏହି ସାବଧାନତା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରି !

ଗର୍ଭାବସ୍ଥାର ସମୟରେ ଆପଣଙ୍କୁ ଅନେକ ଜରୁରି କଥା ଉପରେ ଧ୍ୟାନ ରଖିବାକୁ ପଡିଥାଏ। ଗୋଟିଏ ଛୋଟ ଭୁଲ୍‌ ଆପଣଙ୍କୁ ସମସ୍ୟାରେ ପକାଇପାରେ। ସେହିପରି ଯେତେବେଳେ ଗର୍ଭାବସ୍ଥାର ଆଠ ମାସ ହୋଇଥିବ ସେତେବେଳେ ଆପଣଙ୍କୁ କିଛି ଖାସ୍‌ ସର୍ତକତାକୁ ଆବଲମ୍ବନ କରିବା ଜରୁରି। ମା’ ଏବଂ ଶିଶୁ ଉଭୟଙ୍କ…

ଗର୍ଭାବସ୍ଥାରେ ଟମାଟୋ ଖାଇବା ଠିକ୍‌ ନା ଭୁଲ୍‌ ? ଜାଣନ୍ତୁ ଏହାକୁ ନେଇ କଣ କୁହନ୍ତି ଡାକ୍ତର

ଗର୍ଭାବସ୍ଥା ସମୟରେ ଆପଣଙ୍କୁ ଖାଦ୍ୟପେୟର ଅଧିକ ଧ୍ୟାନ ରଖିବାକୁ ପଡିଥାଏ। କାରଣ ସାମାନ୍ୟ ଅସାବଧାନତା ଆପଣଙ୍କୁ ସମସ୍ୟାରେ ପକାଇପାରେ। ଏମିତି ବହୁତ କିଛି ଜିନିଷ ରହିଛି ଯାହାକୁ ଗର୍ଭବସ୍ଥାରେ ଖାଇବା ଉଚିତ ନୁହେଁ। ତେବେ ପ୍ରଶ୍ନ ଏଇଠି ଉଠୁଛି ଯେ ଗର୍ଭବସ୍ଥାରେ କଣ ଆପଣ ଟମାଟୋ ଖାଇପାରିବେ?…

ଗର୍ଭବତୀ ସମୟରେ ବାଇଗଣ ଖାଇବା ହୋଇଥାଏ କ୍ଷତିକାରକ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଡାଏଟ୍‌ରେ ସାମିଲ୍‌

ଗର୍ଭବତୀ ଥିବା ସମୟରେ ନିଜର ଧ୍ୟାନ ରଖିବା ଜରୁରୀ। ଏହି ସମୟରେ ମା’ ସହ ଶିଶୁର ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ। ଏହି ସମୟରେ ଜୀବନଶୈଳୀ ଏବଂ ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ରଖିବା ଉଚିତ। କାରଣ ଖାଦ୍ୟ-ପାନୀୟରେ ଅଣଦେଖା କରିବା ଦ୍ୱାରା ଶିଶୁକୁ କ୍ଷତି ପହଞ୍ଚିଥାଏ। ଏହିକାରଣରୁ ଗର୍ଭବତୀ ଥିବା…

ଜାଣନ୍ତୁ ଗର୍ଭାବସ୍ଥା ସମୟରେ କିପରି ଶୋଇବା ଉଚିତ

ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭାବସ୍ଥା ହେଉଛି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏପରି ଅବସ୍ଥାରେ ମହିଳାଙ୍କର ସ୍ୱତନ୍ତ୍ର ଯତ୍ନ ନେବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଏହି ସମୟରେ ନିତାନ୍ତ ଆବଶ୍ୟକ। ଗର୍ଭାବସ୍ଥାରେ ହରମୋନ୍ ପରିବର୍ତ୍ତନ ଯୋଗୁ…

ଗର୍ଭଧାରଣ ସମୟରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ଭୁଲ, ନଚେତ୍ ହୋଇପାରେ …

ଗର୍ଭବତୀ ମହିଳାଙ୍କ ଉପରେ ଦୁଇଜଣ ବ୍ଯକ୍ତିଙ୍କର ଦାୟିତ୍ବ ରହିଥାଏ। ପ୍ରଥମତଃ ତାଙ୍କ ନିଜର ଦ୍ବୀତିୟତଃ ଗର୍ଭରେ ରହିଥିବା ଶିଶୁଟିର। ଏଣୁ ଏହି ସମୟରେ ମହିଳାଙ୍କୁ ନିଜର ଆବଶ୍ଯକତା ଠାରୁ ଅଧିକ ଯତ୍ନ ନେବା ଆବଶ୍ଯକ। ଆଜି ଆମେ ଏପରି କିଛି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଗର୍ଭବତୀ ମହିଳା…

କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା, ଆମ୍ବୁଲାନ୍ସରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

କେନ୍ଦୁଝର (କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲାରେ ଅଭାବନୀୟ ଘଟଣା । ଜିଲ୍ଲାର ବାଂଶପାଳ ବ୍ଲକ୍ ଉପର ରାଇଗୋଡ଼ା ଛଡ଼ାଡିହି ଗାଁର ପଦ୍ମିନୀ ବେହେରା ପ୍ରସବ ପାଇଁ ହସ୍ପିଟାଲ ଯିବା ବାଟରେ ଆମ୍ବୁଲାନ୍ସରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଛଡ଼ାଡିହି ଗାଁକୁ ପକ୍କା ରାସ୍ତା ନଥିବାରୁ କୌଣସି ଗାଡ଼ି…

ଜାଣନ୍ତୁ ବିବାହ ପରେ କେତୋଟି ସନ୍ତାନର ଆପଣ ହେବେ ମା’ ?

ସାଧାରଣତଃ ବିବାହର ପରବର୍ତ୍ତି ସ୍ତର ରହିଥାଏ ମାତୃତ୍ବ। ଦମ୍ପତିଙ୍କ ମନରେ ସବୁବେଳେ ନିଜର ସନ୍ତାନକୁ ନେଇ ରହିଥାଏ ଅନେକ ଆଶା ଏବଂ ଉତ୍ସାହ। ତେବେ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ବିବାହ ପରେ ଜଣେ ମହିଳା କେତୋଟି ସନ୍ତାନର ମା ହେବେ ଏହା ତାଙ୍କ ରାଶି ଉପରେ ନିର୍ଭର କରିଥାଏ। ଜଣେ ମହିଳାଙ୍କ ରାଶି…

ଶୁଖିଲା ନଡିଆ ଖାଇଲେ ଗର୍ଭବତୀଙ୍କୁ ମିଳିଥାଏ ଅନେକ ଫାଇଦା , ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ

ମହିଳା ମାନେ ଗର୍ଭବତୀ ସମୟରେ ବିଶେଷ ଧ୍ୟାନ ରଖିଥାନ୍ତି କାରଣ ତାଙ୍କର ଗର୍ଭରେ ବଢ଼ୁଥିବା ଛୁଆ ସୁସ୍ଥ ହୋଇ ଜନ୍ମ ହେଉ। ଅନେକ ଧ୍ୟାନ ରଖିବା ସତ୍ତ୍ବେ ମହିଳା ମାନେ ଅନେକ ପ୍ରକାରର ସମସ୍ୟାରେ ଘେରି ରହିଥାନ୍ତି। ଯେଉଁଥିରେ ପାଦ ଫୁଲିବା ଏକ ବଡ ସମସ୍ୟା। ଗର୍ଭବତୀ ସମୟରେ ଘରର ବୟଷ୍କ ବ୍ୟକ୍ତି…