Below header
Browsing Tag

Prime Accused Arrested

ଯୁବକକୁ ତଣ୍ଟି କାଟି ନାଳରେ ଫିଙ୍ଗିଦେବା ଘଟଣାର ପର୍ଦ୍ଦାଫାଶ, ୩୦ ହଜାର ଟଙ୍କା ପାଇଁ ହୋଇଥିଲା ହତ୍ୟା

କରଞ୍ଜିଆ(କେନ୍ୟୁଜ୍): ଗତ ୧୪ ତାରିଖ ରାତିରେ ମୟୁରଭଞ୍ଜ ଜିଲ୍ଲା ଝାଡ଼ବେଡା ନିକଟ ସଙ୍ଗାତମରା ନାଳ ଭିତରୁ ଯଶୀପୁର ଥାନା ଗେନ୍ତେଇ ସାହିର ଧନେଶ୍ୱର ଗୁଇୟାର ଗଳିତ ମୃତଦେହ ମିଳିବା ପରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ୍। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ…

ପରିବାର ଆଗରେ ଧରା ପଡିଲେ ପ୍ରେମୀଯୁଗଳ: ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି, ଯୁବତୀଙ୍କ ଘର ସାମ୍ନାରେ କଲେ ଅନ୍ତିମ…

ବିହାର: ପ୍ରେମ ସମ୍ପର୍କକୁ ନେଇ ଏକ ଛାତିଥରା ଘଟଣା ସାମନାକୁ ଆସିଛି । ପ୍ରେମୀଯୁଗଳଙ୍କୁ ଏକାଠି ଦେଖିବା ପରେ ଯୁବତୀଙ୍କ ଘରଲୋକ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟି ହତ୍ୟା କରିଛନ୍ତି । ତେବେ ଏହି ଘଟଣା ପରେ ମୃତ ଯୁବକଙ୍କ ଘର ଲୋକେ ଯୁବତୀଙ୍କ ଘର ସାମନାରେ ଅନ୍ତିମ ସଂସ୍କାର କରିଥିବା…