Browsing Tag

prisoner absconded

ଗଜପତି: ଆର. ଉଦୟଗିରି ସବ-ଜେଲରୁ ଦୁଇ କଏଦୀ ଫେରାର, ଜଣକୁ ଧରିଲେ ଆଉ ଜଣେ ନିଖୋଜ

ମୋହନା(କେନ୍ୟୁଜ୍):  ଆର. ଉଦୟଗିରି ସବ-ଜେଲ ରୁ ଦୁଇ କଏଦୀ ଫେରାର, ଫେରାର ଦୁଇ କଏଦୀ ହେଲେ ପୁରୀର ଶରତ କୁମାର ଦେ, ଏବଂ ଅଡବା ଥାନା ଗୁଲୁବା ଅଞ୍ଚଳ ର କରୁଣା ଗମାଙ୍ଗ ।  ଆଜି  ସକାଳ ୯.୪୫ ମିନିଟରେ ଦୁଇ କଏଦୀ ଜେଲ କାନ୍ଥ ଡେଇଁ ଫେରାର ହୋଇଥିବା ସୂଚନା ମିଳିଛି l ଗତ ଅଗଷ୍ଟ ମାସ ୨୧ ତାରିଖରେ…