ଟ୍ରାକ୍ ସୁଟରେ କରୱା ଚୌଥ୍ ପାଳିଲେ ପ୍ରିୟଙ୍କା ଚୋପ୍ରା, ଚକିତ ହେଲେ ଫ୍ୟାନ୍ସ
ପ୍ରତ୍ୟେକ ଥର ପରି, ଏଥର ମଧ୍ୟ କରୱା ଚୌଥ୍ ପର୍ବ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ବଲିଉଡ ସୁନ୍ଦରୀମାନେ ମଧ୍ୟ ଏହି ପର୍ବକୁ ଖୁବ ସୁନ୍ଦର ଭାବରେ ପାଳନ କରିଥିଲେ । ବଲିଉଡ ସୁନ୍ଦରୀମାନେ କରୱା ଚୌଥ୍ ଉତ୍ସବର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । କ୍ୟାଟ୍ରିନା…