Below header
Browsing Tag

protest

ଅଭିନବ ପ୍ରତିବାଦ, ନିଜ ଝିଅ ଦେହରେ ନିଆଁ ଲଗାଇ ମହିଳା କଲେ ବିକ୍ଷୋଭ

ଉନ୍ନାଓ ଘଟଣାକୁ ନେଇ ରାଜଧାନୀ ଦିଲ୍ଲୀରେ ପ୍ରତିବାଦ । ସଫଦରଜଙ୍ଗ ହସ୍‌ପିଟାଲ ବାହାରେ ଉନ୍ନାଓ କାଣ୍ଡକୁ ବିରୋଧ ପ୍ରଦର୍ଶନ ବେଳେ ଜଣେ ମହିଳା ନିଜ ଝିଅ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛନ୍ତି । ଝିଅଟିକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ସମ୍ପୃକ୍ତ ମହିଳାଙ୍କୁ…

ଯାଜପୁର: ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ, ଯୁଗ୍ମ ଶ୍ରମ ଆୟୁକ୍ତଙ୍କ…

ଯାଜପୁର ରୋଡ( କେ ନ୍ୟୁଜ): ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ । ଆଜି ଯାଜପୁର ଜିଲ୍ଲା ଅଣସଂଗଠିତ ଶ୍ରମିକ ସଂଗଠନର ସମନ୍ୱୟ କମିଟି ପକ୍ଷରୁ ୧୩ ଦଫା ଦାବୀ ନେଇ ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଯାଜପୁର: ଜୋରଧରିଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ୪ଥାକିଆ ରାସ୍ତା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଦାବି

ଯାଜପୁର(କନ୍ୟୁଜ୍): ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ପ୍ରନିଦିନ ଏହି ରାସ୍ତା ଦେଇ ହଜାର ହଜାର ଭାରିଯାନ ଚଳାଚଳ କରିଥାଏ। କଳିଙ୍ଗନଗର ଠାରେ ଥିବା କଳକାରଖାନା ଓ ସୁକିନ୍ଦା ଅଞ୍ଚଳରେ ଥିବା ଖଣି ଖଦାନରେ କାର୍ଯ୍ୟରତ ଶତାଧିକ ଶ୍ରମିକ ଓ କର୍ମଚାରୀ ନିଜର ପରିବାର…

ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ରାମକୋ କମ୍ପାନୀକୁ ଘେରିଲା ଧର୍ମଶାଳା ବିକାଶ ପରିଷଦ

ଯାଜପୁର (କେନ୍ଯୁଜ୍) : ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ଦାବିରେ ରାମକୋ କମ୍ପାନୀକୁ ଘେରିଲା ଯାଜପୁରର ଧର୍ମଶାଳା ବିକାଶ ପରିଷଦ। ଆଜି ପରିଷଦର ସଭାପତି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଜାରକା ସଙ୍ଖାରିଢ଼ିହ ଠାରେ ଥିବା ରାମକୋ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ…

ସ୍ମିତାରାଣୀଙ୍କ ଘଟଣାରେ ଏସପି ଚରଣ ସିଂ ମୀନାଙ୍କ ମନ୍ତବ୍ୟକୁ ବିରୋଧ କରି ଜିଲ୍ଲା ବିଜେପି ପକ୍ଷରୁ ସମସ୍ତ ଥାନା ଓ…

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଧର୍ମଶାଳା ବ୍ଲକ ହରିଦାଶପୁର ପି ଇ ଓ ସ୍ମିତାରାଣୀ ଙ୍କ ଚରିତ୍ର ସଂହାର ଏବଂ ତଦନ୍ତରେ ଅବହେଳା ପ୍ରଦର୍ଶନ କରବା ଅଭିଯୋଗରେ ଯାଜପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡି ରେ ଏସ ପି ଚରଣ ସିଂ ମିନା ଙ୍କ ବିରୋଧ ରେ ଏତଲା ଦିଆଯାଇଛି।…

ମୋଟର ଯାନ ଆଇନକୁ ଅଟୋଚାଳକ ମହାସଂଘର ବିରୋଧ, ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ

ମୋଟର ଯାନ ଆଇନ-୨୦୧୯କୁ ରାଜ୍ୟ ଅଟୋଚାଳକ ମହାସଂଘର ବିରୋଧ। ଅଟୋଚାଳକ ମହାସଂଘ ଉପଦେଷ୍ଟା ସୁବାସ ସିଂ, ବିଧାୟକ ଅନନ୍ତ ଜେନାଙ୍କ ସହ ସଂଘର ଅନ୍ୟମାନେ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ । ଗାଡ଼ିର ସମସ୍ତ କାଗଜପତ୍ର ଠିକ କରିବାକୁ ସଂଘ ସରକାରଙ୍କୁ ତିନି ମାସର ସମୟ…

ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ଏବିଭିପିର ତରଫରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ସାମ୍ନାରେ ବିକ୍ଷୋଭ

ଛାତ୍ର ସଂସଦ ନିର୍ବାଚନ ବାତିଲ ନିଷ୍ପତ୍ତି ପରେ ଏବିଭିପି ପକ୍ଷରୁ ବିକ୍ଷୋଭ । ଉତ୍କଳ ବିଶ୍ୱବିଦ୍ୟାଳୟ,ବାଣୀବିହାର ମୁଖ୍ୟ ଫାଟକ ସାମ୍ନାରେ ଏବିଭିପି ପକ୍ଷରୁ ବିକ୍ଷୋଭ କରାଯାଇଛି । ରାଜ୍ୟରେ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ ନେଇ ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତିର…

ହାଓ୍ଵଡ଼ାରେ ଗୋମାଂସ ଡେଲିଭରିକୁ ନା, ଆନ୍ଦୋଳନ କଲେ ZOMATO କର୍ମଚାରୀ

ହାଓ୍ଵଡ଼ାରେ ଜୋମାଟୋ କର୍ମଚାରୀଙ୍କ ଆନ୍ଦୋଳନ । ଗୋମାଂସ ଏବଂ ଘୁସୁରୀ ମାଂସ ଡେଲିଭରି ଦେବାକୁ ବାଧ୍ୟ କରିବାରୁ ଏହର ପ୍ରତିବାଦ କରିଛନ୍ତି କର୍ମଚାରୀ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଗୋମାଂସ ଡେଲିଭରି ଦେବାକୁ କଂପାନୀ କହିବାରୁ ପ୍ରଥମେ ଏମାନେ ମନା କରିଥିଲେ ।…

ବିଧାନସଭାରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟ, ପ୍ରତିବାଦରେ ବିକ୍ଷୋଭ କଲା ଭଦ୍ରକ ଜିଲ୍ଲା…

ବିଧାନସଭାରେ ମୁସଲିମ ମହିଳାଙ୍କ ପ୍ରତି ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ବିବାଦୀୟ ମନ୍ତବ୍ୟର ତୀବ୍ର ବିରୋଧ କରିଛି ଭଦ୍ରକ ଜିଲ୍ଲା କଂଗ୍ରେସ । ଏନେଇ କଂଗ୍ରେସ କର୍ମୀ ଓ ମୁସଲିମ ସଂପ୍ରଦାୟର ଲୋକ ବିକ୍ଷୋଭ କରିଛନ୍ତି । ସେମାନେ ମଦିନା ମଇଦାନ ଠାରୁ ବାଇକ ଶୋଭାଯାତ୍ରାରେ ବାହାରି ସହର…

ତାତିଲେ ବସ୍ତିବାସିନ୍ଦା, ପଟ୍ଟା ନମିଳିବାରୁ ଘେରିଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ବସ୍ତିବାସିନ୍ଦାଙ୍କୁ ମିଳୁନି ଜମିପଟା । ଏନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଛନ୍ତି ଶତାଧିକ ଗ୍ରାମବାସୀ । କେନ୍ଦୁଝର ଜିଲ୍ଲା ପୌର ପରିଷଦ ଅର୍ନ୍ତଗତ ୧୫ ନମ୍ବର ଓ୍ଵାର୍ଡ ଝାଡେଶ୍ୱର ମାଝିସାହି ବସ୍ତି ବାସିନ୍ଦା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଦୀର୍ଘଦିନ ଧରି…

କଟକ: ନ୍ୟାସନାଲ ଲ ୟୁନିଭରସିଟିରେ ଆନ୍ଦୋଳନ, ଛାତ୍ରୀ ନିବାସ ଛାତରୁ ପାଣି ଲିକ ହେଉଥିବାର ହେଲା ଅଭିଯୋଗ

କଟକ ନ୍ୟାସନାଲ ଲ ୟୁନିଭରସିଟିରେ ଆନ୍ଦୋଳନ । ୟୁନିଭରସିଟି ଛାତ୍ରୀ ନିବାସ ଛାତରୁ ପାଣି ବହୁଥିବାରୁ ଅନ୍ତେବାସୀମାନେ ହଇରାଣ ହେଉଛନ୍ତି । ଏନେଇ ସେମାନେ ବାରମ୍ବାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ଲାଭ ଭୋଇନାହିଁ । ହଷ୍ଟେଲ ମରାମତି କରାଯାଉଥିବାରୁ ଛାତ୍ରୀମାନେ…

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ ବେଟିଂ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପ୍ରତିବାଦରେ ଓକିଲ ସଂଘର ଧାରଣା

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ ବେଟିଂ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପ୍ରତିବାଦରେ ଓକିଲ ସଂଘର ଧାରଣା । ରାଉରକେଲା ଏସଡିଜେଏମଙ୍କ କୋର୍ଟ ଆଗରେ ଧାରଣା ଦେବା ସହ ଏସଡିଜେଏମଙ୍କ ବଦଳିି ଦାବି କରିଛି ସଂଘ। ନିକଟରେ ବିଶ୍ୱକପ୍‌ ବେଟିଂର ଅଭିଯୁକ୍ତ ନଗରମଲ ଅଗ୍ରୱାଲର ଜାମିନ ଶୁଣାଣି ହେବାର…