ଅଭିନବ ପ୍ରତିବାଦ, ନିଜ ଝିଅ ଦେହରେ ନିଆଁ ଲଗାଇ ମହିଳା କଲେ ବିକ୍ଷୋଭ

ଉନ୍ନାଓ ଘଟଣାକୁ ନେଇ ରାଜଧାନୀ ଦିଲ୍ଲୀରେ ପ୍ରତିବାଦ । ସଫଦରଜଙ୍ଗ ହସ୍‌ପିଟାଲ ବାହାରେ ଉନ୍ନାଓ କାଣ୍ଡକୁ ବିରୋଧ ପ୍ରଦର୍ଶନ ବେଳେ ଜଣେ ମହିଳା ନିଜ ଝିଅ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛନ୍ତି । ଝିଅଟିକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ସମ୍ପୃକ୍ତ ମହିଳାଙ୍କୁ ନିଜ ହେପାଜତ୍‌କୁ ନେଇଛି ।ସେପଟେ ଲକ୍ଷ୍ନୌର ବିଜେପି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ବିରୋଧ ପ୍ରଦର୍ଶନ ବେଳେ ହଙ୍ଗାମା ସୃଷ୍ଟି ହୋଇଥିଲା । ପ୍ରଦର୍ଶନକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.