Browsing Tag

Pumpkin Scrub

ଘରେ ବନାନ୍ତୁ କଖାରୁ ଫେସ ସ୍କ୍ରବ, କିଛି ଦିନରେ ଦେଖିପାରିବେ ତ୍ବଚାରେ ଫରକ

କଖାରୁରେ ତିଆରି ଖାଦ୍ଯ ଭାରତର ଅନେକ ରାଜ୍ଯରେ ମିଳିଥାଏ। ଏହାକୁ ଅଲଗା ଅଲଗା ଉପାୟରେ ଖିଆଯାଏ। କଖାରୁରେ ଭିଟାମିନ ସି, ଇ, ଆଇରନ, କ୍ଯାଲିସିଅମ, ମ୍ଯାଗ୍ନେସିଅମ, ପୋଟାସିଅମ, ପ୍ରୋଟିନ, ଫାଇବର ଭଳି ପୋଷକ ତତ୍ତ୍ବ ରହିଥାଏ। ଏହା କେବଳ ଖାଇଲେ ଶରୀର ପାଇଁ ଭଲ ନୁହେଁ ବରଂ ସ୍କିନ ପାଇଁ ମଧ୍ୟ ବେଶ…