Browsing Tag

punjab actor deep sidhu

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ମୃତ, ୨୦୨୧ ଜାନୁଆରୀ ୨୬ ସମୟରେ ଲାଲକିଲ୍ଲାରୁ ଜାତୀୟ ପତାକା ହଟାଇଥିଲେ ସିଦ୍ଧୁ

ପଞ୍ଜାବୀ ଫିଲ୍ମର ଜଣାଶୁଣା ଅଭିନେତା ଦୀପ ସିଦ୍ଧୁ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମୃତ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା। ଦିଲ୍ଲୀରୁ ଭଟିଣ୍ଡା ଯାଉଥିବା ସମୟରେ ସିଦ୍ଧୁଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ରାତି ୯.୩୦ ମିନିଟ ସମୟରେ ସିଦ୍ଧୁଙ୍କ କାର ଏକ ଲରିକୁ…

ଦୀପ ସିଦ୍ଧୁ ଗିରଫ : ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ପୁଣି ହେଲେ ଗିରଫ, ଆଜି ମିଳିଥିଲା ଜାମିନ

ଆଜି ୩୦ ହଜାର ଟଙ୍କା ମୁଲଚିକାରେ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ମିଳିଥିଲା ଜମାନତ । ହେଲେ ଜମାନତର ମାତ୍ର କିଛି ଘଣ୍ଟା ପରେ ପୁଣି ସିଦ୍ଧୁ ହେଲେ ଗିରଫ । ନୂଆଦିଲ୍ଲୀ : ଲାଲ୍‌ କିଲା ହିଂସା ମାମଲାରେ ଅଭିଯୁକ୍ତ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଦିଲ୍ଲୀ ପୁଲିସର କ୍ରାଇମବ୍ରାଞ୍ଚ୍‌…