Browsing Tag

puri case

ପୁରୀର ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା: ଆଜି ଅଭିଯୁକ୍ତ ମହେଶକୁ କୋର୍ଟ ଚାଲାଣ କରାଯିବ

ପୁରୀ(କେନ୍ୟୁଜ୍): ପୁରୀ ଟାଉନ୍‌ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାକୁ ରେଡ ଫ୍ଲାଗ ମାମଲା ଭାବେ ଗ୍ରହଣ କରିଛି ପୋଲିସ । ୨୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରାଯିବ। ଅଭିଯୁକ୍ତ ମହେଶ ମହାନ୍ତିର ଡାକ୍ତରୀ ମାଇନା କରାଯିବ । ଆଜି ଅଭିଯୁକ୍ତ ମହେଶକୁ କୋର୍ଟ…

ପୁରୀ: ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ପାଇଁ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ

ପୁରୀ: ପୁଣି ପୁରୀରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିର୍ମାଣ ପାଇଁ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଷ୍ଟାଡିୟମକୁ ଲାଗି ରହିଥିବା ୧୫ଟି ଦୋକାନୁ ଉଚ୍ଛେଦ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଉଭୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲୁରହିଛି । କହିରଖିବା…