Browsing Tag

puri Gajapati

ବିଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତିର ଚର୍ଚ୍ଚା କଲେ ଗଜପତି ଦିବ୍ୟ ସିଂହ ଦେବ

ଭୁବନେଶ୍ୱର (କେନ୍ୟୁଜ୍‌) : ବିଦେଶରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଶ୍ରୀଜଗନ୍ନାଥ ସଂସ୍କୃତି ଚର୍ଚ୍ଚା। ସେ ତାଞ୍ଜାନିଆ ଭ୍ରମଣ ଅବସରରେ, ଅଗଷ୍ଟ ୧୩ ତାରିଖ ଦିନ ଓଡିଆ ସମାଜ, ଦାର-ଏସ-ସଲାମର ସଦସ୍ୟମାନଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଗନ୍ନାଥ ସଂସ୍କୃତି ସର୍ମ୍ପକରେ…

ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ପୁରୀ : ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ନିଜ ମାର୍ଗଦର୍ଶନରେ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ବିଶାଳ ସମର୍ପଣ ନିଧି ଅଭିଯାନକୁ ସ୍ୱେଚ୍ଛାକୃତ…

ଗୁଣ୍ଡିଚା ଯାତ୍ରା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ : ଗଜପତି ଦିବ୍ୟସିଂହ ଦେବ

ପୁରୀ: ପୁରୀରେ ଗତକାଲି ସଫଳ ଭାବେ ସମ୍ପନ୍ନ ହୋଇଛି ଗୁଣ୍ଡିଚା ଯାତ୍ରା । ଏନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ କହିଛନ୍ତି, ସାଧାରଣ ଭକ୍ତଙ୍କ ବିନା ବଡ଼ଦାଣ୍ଡରେ ଗଡ଼ିଛି ରଥ। ଶୃଙ୍ଖଳାର ସହ ଓ ସୁରୁଖୁରରେ ଯାତ୍ରା ସଂପନ୍ନ ହୋଇଛି। ଖୁବ କମ୍ ସମୟ ମଧ୍ୟରେ…

ବିଧି ରକ୍ଷା କରିବାକୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି, ମନ୍ଦିର ଭିତରେ…

ପୁରୀ: ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟତୃତୀୟା ନୀତି । ସରକାରୀ ନିୟମ ପାଳନ କରି ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା । ରଥଯାତ୍ରା ଓ ଅକ୍ଷୟ ତୃତୀୟା ପାଳନ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ପରେ ଏହା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଜଗତଗୁରୁଙ୍କ ପରାମର୍ଶ…

ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ଆନ୍ତରିକତାର ସହ ପାଳନ କରନ୍ତୁ: ଗଜପତି ମହାରାଜ…

ପୁରୀ: ଏପ୍ରିଲ ୩୦ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ଆନ୍ତରିକତାର ସହ ପାଳନ କରନ୍ତୁ ସମସ୍ତ ଜନସାଧାରଣ । ଏନେଇ ନିବେଦନ କରିଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । କରୋନା ଭୂତାଣୁର ଭୟାବହତାକୁ ଦୃଷ୍ଟିରେ ରଖି ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି…