Browsing Tag

puri jagannath mahaprasad

ଶ୍ରୀମନ୍ଦିରରେ ବରାଦି ଅବଢ଼ା ରନ୍ଧା କାର୍ଯ୍ୟ ବନ୍ଦ, ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ନିଆଗଲା…

ପୁରୀ: ଶ୍ରୀମନ୍ଦିରରେ ବରାଦି ଅବଢ଼ା ରନ୍ଧା କାର୍ଯ୍ୟ ବନ୍ଦ କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ ତଥା ନୀତି ସମ୍ପୃକ୍ତ ସେବାୟତଙ୍କୁ କରୋନା ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବକୁ ସୁଆର ମହାସୁଆର ନିଯୋଗ…

ରୁପାରେ ଝଲସିବ ପୁରୀ ଶ୍ରୀମନ୍ଦିର ଭିତରେ ଥିବା ୩ଟି ପ୍ରମୁଖ ଦ୍ୱାର, ପ୍ରଶାସନ ପକ୍ଷରୁ ପ୍ରାଥମିକ ଅଟକଳ ଓ ଡିଜାଇନ୍‌…

ପୁରୀ: ରୁପାରେ ଝଲସିବ ପୁରୀ ଶ୍ରୀମନ୍ଦିର ଭିତରେ ଥିବା ୩ଟି ପ୍ରମୁଖ ଦ୍ୱାର । ୧ କୁଇଣ୍ଟାଲରୁ ଅଧିକ ରୁପା କାରୁକାର୍ଯ୍ୟ ଲାଗିବ । ଏଥିପାଇଁ ଆସିଛି ପ୍ରସ୍ତାବ । ପ୍ରାଥମିକ ଭାବରେ ଶ୍ରୀମନ୍ଦିର ଜୟବିଜୟ, କଳାହାଟ ଓ ବେହରଣ ଦ୍ୱାରକୁ ରୂପା ଛାଉଣୀ କରାଯିବ । ନଷ୍ଟ ହେବାକୁ ବସିଥିବା ୩ଟି…

ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦକୁ ଅସମ୍ମାନ: ଦକ୍ଷିଣଦ୍ୱାର ପାର୍ଶ୍ୱରେ ଥିବା ପେଜନଳା ନିକଟରେ ପଡ଼ିଛି ବିଛେଇ ହୋଇ

ପୁରୀ: ମହାପ୍ରଭୁଙ୍କ ମହାପ୍ରସାଦକୁ ଅସମ୍ମାନ। ପୁରୀ ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ପାର୍ଶ୍ୱରେ ଥିବା ପେଜନଳା ନିକଟରେ ମହାପ୍ରସାଦ ପଡ଼ିଥିବା ଦେଖିବାକୁ ମିଳିଛି। ଅନେକ ସଂଖ୍ୟାରେ ତାଳପତ୍ର ଭୋଗେଇରେ ଥିବା ଶୁଖିଲା ମହାପ୍ରସାଦ ଏଣେତେଣେ ବିଛେଇ ହୋଇପଡ଼ିଛି। ଶ୍ରୀମନ୍ଦିର ରୋଷଶାଳା ନିକଟରୁ…