Browsing Tag

puri new year

ନୂଆବର୍ଷ ପାଇଁ ଲୋକାରଣ୍ୟ ପୁରୀ, ମହୋଦଧିରେ ସ୍ନାନ ସହ ପହିଲି ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି ଭକ୍ତ

ପୁରୀ: ନୂଆବର୍ଷ ପାଇଁ ପୁରୀ ଲୋକାରଣ୍ୟ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ଶ୍ରୀକ୍ଷେତ୍ରରେ । ଶ୍ରୀଜିଉଙ୍କୁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବା ପାଇଁ ରାଜ୍ୟ ତଥା ଦେଶ ବିଦେଶକୁ ଭକ୍ତ ଓ ପର୍ଯ୍ୟଟକ ଛୁଟି ଆସିଛନ୍ତି ପୁରୀ । ମହୋଦଧିରେ ସ୍ନାନ ସହ ନୂଆବର୍ଷର ପହିଲି ସୂର୍ଯ୍ୟଙ୍କୁ ଦର୍ଶନ…