Browsing Tag

puri ratha yatra update

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମୀକ୍ଷା ବୈଠକ, ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ…

ପୁରୀ(କେନ୍ୟୁଜ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ବସିବ ପ୍ରଥମ ସମୀକ୍ଷା ବୈଠକ। କୋଭିଡ୍‌ ସ୍ଥିତି ସାମାନ୍ୟ ହୋଇଥିବାରୁ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ। ରଥଯାତ୍ରାକୁ ସୁରୁଖୁରରେ କରିବା ପାଇଁ ପୁରୀ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ…

ଚଳଚଞ୍ଚଳ ରଥଖଳା: ଆଜିଠୁ ଆରମ୍ଭ ହୋଇଛି ରଥକାମ

ପୁରୀ(କେନ୍ୟୁଜ): ଚଳଚଞ୍ଚଳ ରଥଖଳା। ଆଜିଠୁ ଆରମ୍ଭ ହୋଇଛି ରଥକାମ। ରଥ ନିର୍ମାଣ ପାଇଁ ନିୟୋଜିତ ବିଶ୍ୱକର୍ମାମାନେ ପହଞ୍ଚି ରଥ କାଠ ଚିରଟ କାର୍ଯ୍ୟ ଆରମ୍ଭ କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ପରେ ଆରମ୍ଭ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ସ୍ୱତନ୍ତ୍ର…

ପୁରୀ(କେନ୍ଯୁଜ୍): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ । ଆଜି ନୟାଗଡ ଯିବେ ଶ୍ରୀମନ୍ଦିର ପ୍ରଶାସନର ୫ ଜଣିଆ ସ୍ୱତନ୍ତ୍ର ପ୍ରତିନିଧି ଦଳ । ଆସନ୍ତାକାଲି ବଡମୂଳ ସ୍ଥିତ ମା ବଡରାଉଳ ଠାକୁରାଣୀଙ୍କ ଠାରେ ପୂଜାର୍ଚ୍ଚନା କରାଯିବ । ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଧ, ଶ୍ରୀଫଳ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମହାପ୍ରଭୁଙ୍କ ପାଦପଦ୍ମର ଚିହ୍ନ, ସତରେ କ’ଣ ଜଗା ଦେଖାଇଲା କି ମହିମା !

ପୁରୀ(କେନ୍ଯୁଜ୍): ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଜୁଆଲ୍ ଭାଇରାଲ ହୋଇଥାଏ । ସେସବୁ ଭିତରୁ କିଛିଟା ସତ ହୋଇଥାଏ ତ ଆଉ କିଛି ଗୁଜବ ଥାଏ । କିନ୍ତୁ ଭାଇରାଲ୍ ଭିଡିଓ ସବୁବେଳେ ଚର୍ଚ୍ଚାର ବିଷୟ ପାଲଟିଥାଏ । ଏସବୁ ଭିତରେ ଏମିତି ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି ଯାହାର ସତ୍ଯାସତ୍ଯ…