Below header
Browsing Tag

puri shree mandira temple

ବଡ଼ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା, ସିଧାସଳଖ ସିଂହଦ୍ୱାର ପର୍ଯ୍ୟନ୍ତ ପହଞ୍ଚିପାରିବେ ଭକ୍ତ

ପୁରୀ (କେନ୍ୟୁଜ) : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ ଭିନ୍ନ ଅନୁଭୂତି । ଆସନ୍ତା ନୂଆ ବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁଗମ ହୋଇପାରିବ ବୋଲି ଜାଣିବାକୁ ମିଳିଛି । ବଡ଼ ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା । ଏହି ଟନେଲ ଦେଇ…

ପୁରୀ ଶ୍ରୀମନ୍ଦିରରେ ଏଏସ୍‌ଆଇର ୪ ଜଣିଆ ଟିମ୍‌, ବାଇଶି ପାହାଚ ମାପଚୁପ କରିବା ସହ କରିଛନ୍ତି ମା’ ଲକ୍ଷ୍ମୀଙ୍କ ମନ୍ଦିର…

ପୁରୀ : ପୁରୀ ଶ୍ରୀମନ୍ଦିରରେ ଏଏସ୍‌ଆଇର ୪ ଜଣିଆ ଟିମ୍‌ । ଏହି ଟିମ୍‌ ବାଇଶି ପାହାଚ ମାପଚୁପ କରିବା ସହ ମା’ ଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛନ୍ତି । ଅନୁଧ୍ୟାନ ଓ ମାପଚୁପ ପରେ ବାଇଶି ପାହାଚ ମରାମତି ନେଇ ଖସଡା ପ୍ରସ୍ତୁତ ହେବ । ଅନ୍ୟପଟେ ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ…

ଯାଞ୍ଚ ହେବନି ଶ୍ରୀମନ୍ଦିର ରତ୍ନଭଣ୍ଡାର, ସ୍ପଷ୍ଟ କଲେ ନୀତି ପ୍ରଶାସକ

ପୁରୀ(କେ ନ୍ୟୁଜ): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କିମ୍ବା ଯାଞ୍ଚ ପାଇଁ ଆଇନ ବିଭାଗ ତରଫରୁ କୌଣସି ନିର୍ଦ୍ଦେଶ ଦିଆ ଯାଇନାହିଁ । ଶ୍ରୀମନ୍ଦିର ପ୍ରଶାସନକୁ ଏନେଇ କୌଣସି ପ୍ରକାର ନିର୍ଦ୍ଦେଶ ମଧ୍ୟ ଆସିନାହିଁ । ଏହା ସ୍ପଷ୍ଟ କରିଛନ୍ତି ଶ୍ରୀ ମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।…