Browsing Tag

puri sri jagannath temple to open

ଜଗନ୍ନାଥ ଦର୍ଶନ ପାଇଁ ପୁରୀ ବାସିନ୍ଦାଙ୍କୁ ଛାଡ଼, ବାହାର ଭକ୍ତଙ୍କୁ ମାନିବାକୁ ହେବ କଟକଣା

ପୁରୀ (କେ.ନ୍ୟୁଜ୍‌) : ଅଗଷ୍ଟ ୧୬ରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହେବ । କୋଭିଡ କଟକଣାରେ ୪ ମାସ ପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପ୍ରଥମ ୫ ଦିନ ପୁରୀବାସୀ ଓ ପରେ ଜିଲ୍ଲା ବାହାର ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ । ପୂର୍ବପରି ଚଳିତ ବର୍ଷ ମଧ୍ୟ ୱାର୍ଡ ୱାରୀ…