Browsing Tag

pv sindhu

ଏସିଅାନ୍ ଗେମ୍ସ : ମହିଳା ସିଙ୍ଗିଲ୍ସ ଫାଇନାଲରେ ପହଞ୍ଚିଲେ ସଟର୍ଲର ପି.ଭି ସିନ୍ଧୁ

ଜାକର୍ତ୍ତା : ଏସୀୟ କ୍ରୀଡାରେ ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳିଙ୍କ କମାଲ । ମହିଳା ସିଙ୍ଗିଲ୍ସ ଫାଇନାଲରେ ପହଞ୍ଚିଛନ୍ତି ପି.ଭି ସିନ୍ଧୁ । ସେମିଫାଇନାଲରେ ଜାପାନର ୟାମାଗୁଚିଙ୍କୁ ହରାଇ ସେ ଏହି ସଫଳତା ପାଇଛନ୍ତି । ଆଜିର ମ୍ୟାଚ୍‌ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ପ୍ରଥମରୁ ଜାପାନ…