Browsing Tag

quarantine death

ଭଦ୍ରକ: କ୍ୱାରେଣ୍ଟାଇନ ସେଣ୍ଟରରେ ପୁଣି ଜଣଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ଭଦ୍ରକ: କ୍ୱାରେଣ୍ଟାଇନ ସେଣ୍ଟରରେ ପୁଣି ଜଣଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି ଭଦ୍ରକ କୋର୍କରା ଗାଁର ରାଧାଶ୍ୟାମ ପାଣି । ଗତକାଲି ରାତିରେ ସେ କୋଲାକାତାରୁ ଫେରି ନିଜ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ତେବେ ଆଜି ଭୋରରୁ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ…

ନୟାଗଡ: ବାହାଡାଝୋଲା କ୍ବାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତା ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ନୟାଗଡ(କେନ୍ୟୁଜ୍): ନୂଆଗଁ ବ୍ଲକ ବାହାଡାଝୋଲା କ୍ବାରେଣ୍ଟାଇନ ସେଣ୍ଟରରେ ଯୁବକଙ୍କ ମୃତ୍ୟୁ। ବ୍ୟକ୍ତି ଜଣକ ୨ ଦିନ ତଳେ ସୁରତରୁ ଫେରିଥିଲେ। ତାଙ୍କ ନାମ ଭଜ ବେହେରା ଓ ବୟସ ୩୧ ବର୍ଷ ବୋଲି ଜଣା ପଡିଛି। ମିଳିଥିବା ସୂଚନା ମୁତାବକ ଭଜ କ୍ବାରେଣ୍ଟାଇନ ସେଣ୍ଟରରେ ବ୍ରସ କରୁଥିବା ବେଳେ ହଠାତ…

ତେଲ ଲୁଣର ସଂସାରରେ ମାଡି ଆସିଲା ଦୁଃଖର କଳା ବାଦଲ, ୪ ଝିଅଙ୍କୁ ନେଇ ଏବେ ବେସାହାରା ରୀନା

ଗଞ୍ଜାମ: ବଡ ଝିଅକୁ ମାତ୍ର ୧୧ ବର୍ଷ । ତାକୁ ମିଶାଇ ୪ଟି ଝିଅ । ତେଲ ଲୁଣର ସଂସାର ସୁଖେ ଦୁଃଖ ଚାଲିଥିଲା । ହଠାତ୍ କୁଆଡୁ ମାଡିଆସିଲା କରୋନା ରୂପୀ କଳା ବାଦଲ ଆଉ ଅନ୍ଧାର କରି ଚାଲିଗଲା ଏଇ ପରିବାରକୁ ।  ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ୍ ଅନ୍ତର୍ଗତ ମଧୁପଲ୍ଲୀ ଗାଁର ରୀନା ବେହେରା। ଯାହାଙ୍କ…