Browsing Tag

quick food eating

ଖାଦ୍ଯକୁ ଭଲ ଭାବେ ନ ଚୋବାଇ ଜଲଦି ଜଲଦି ଖାଦ୍ୟ ଖାଇଲେ କଣ ହୁଏ ଜାଣନ୍ତୁ ?

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଭଲରେ ଦୁଇ ଗୁଣ୍ଡା ଖାଇବାକୁ ବି ଲୋକଙ୍କ ପାଖରେ ସମୟ ନାହିଁ । ତରବରିଆ ଭାବରେ ଆମେ ଖାଦ୍ୟକୁ ନ ଚୋବାଇ ଶୀଘ୍ର ଶୀଘ୍ର ଗିଳିଦିଅନ୍ତି । ତେବେ ଏହା ଦେହ ପ୍ରତି କେତେ କ୍ଷତିକାରକ ଆପଣ ଜାଣନ୍ତି କି ? ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ, ନ ଚୋବାଇ ଖାଉଥିବା…