Browsing Tag

raghunathpur

କରୋନା ଡର: ରାସ୍ତାରେ ପଡିଥିବା ମୂଲ୍ୟବାନ ପିପିଇ କିଟ୍‌ ମଧ୍ୟ ଉଠାଉନାହାନ୍ତି ଲୋକେ

ଲୋକଙ୍କୁ ସାବାଡ କରିସାରିଲାଣି କରୋନା। ରାସ୍ତାରେ ଦୁଇହଜାର ଟଙ୍କିଆ ପଡିଥିଲେ ମଧ୍ୟ ହାତ ମାରିବାକୁ ଡରୁଛନ୍ତି। ପୋଲିସକୁ ଫୋନ କରଛନ୍ତି। କିନ୍ତୁ କୌଣସି ଜିନିଷକୁ ହାତ ମାରୁନାହାନ୍ତି। କେବଳ ପଇସା ନୁହେଁ ବରଂ ରାସ୍ତାରେ ପଡିଥିବା କିଛି ବି ମୂଲ୍ୟବାନ ଜିନିଷକୁ ହାତ ମାରିବାକୁ ଡରୁଛନ୍ତି।…