Below header
Browsing Tag

raging case

ଜୁନିୟରଙ୍କ ଉପରେ ସିନିୟରଙ୍କ ଏମିତି ଅତ୍ୟାଚାର ଆଉ କେତେ ଦିନ ଚାଲୁଥିବ, ହୋଟେଲ ମ୍ୟାନେଜମେଣ୍ଟ କଜେଜ ହଷ୍ଟେଲରେ ରାଗିଂର…

ଭୁବନେଶ୍ୱର (କେନ୍ୟୁଜ) : ଏକ ପ୍ରାଇଭେଟ ହୋଟେଲ ମ୍ୟାନେଜମେଣ୍ଟ କଲେଜ ହଷ୍ଟେଲର ଏ ଚିତ୍ର । ଯେଉଁଠି ଏମିତି ରାଗିଂ ହେଉଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ଗୁରୁତର ହୋଇଥିବା ଛାତ୍ର ସହିଦ ନଗର ଥାନାରେ ଏଫଆଇଆର ଦେଇଛନ୍ତି । ଉକ୍ତ ଏଫଆଇଆର ଅନୁଯାୟୀ ହୋଟେଲ ମ୍ୟାନେଜମେଣ୍ଟ କଜେଜ ହଷ୍ଟେଲର…

ସପ୍ତାହକରେ ବ୍ରହ୍ମପୁରର ୨ଟି କଲେଜରେ ରାଗିଂ ଅଭିଯୋଗ: ବିନାୟକ କଲେଜ ପରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ…

ବ୍ରହ୍ମପୁର(କେନ୍ୟୁଜ୍): ସପ୍ତାହକରେ ୨ଟି କଲେଜରେ ରାଗିଂ ଅଭିଯୋଗ। ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ ପରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଆସିଛି ରାଗିଂ ଅଭିଯୋଗ। ଅଭିଯୋଗ ଆଣିଛନ୍ତି ଜଣେ ଯୁକ୍ତ ଦୁଇ ଛାତ୍ରୀ । ସିନିୟର ଛାତ୍ରମାନେ ଶ୍ରେଣୀଗୃହରେ ବାଣ ଫୁଟାଇବା ସହ ବିଶୃଙ୍ଖଳା…