ଆଜି ଗଭୀର ଅବପାତର ରୂପ ନେବ ଅବପାତ: ଦକ୍ଷିଣ ଓଡ଼ିଶାରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୯ଟି ଜିଲ୍ଲାକୁ ୟେଲୋ
ଭୁବନେଶ୍ବର: ଆଜି ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ ଅବପାତ । ପରେ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ରହିବ । ଆଜି ରାତିରେ ନର୍ସାପୁର ଓ ବିଶାଖାପାଟଣା ମଝିରେ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିବ । ଏବେ ବିଶାଖାପାଟଣାଠାରୁ ୩୧୦ କିଲୋମିଟର ଦକ୍ଷିଣ ପୂର୍ବରେ ରହିଛି ।…