Browsing Tag

raisins and saffron

କେଶର ସହ ମିଶାଇ ଖାଆନ୍ତୁ କିସମିସ୍‌, ଦୂର ହେବ ଆଣ୍ଠୁ ଗଣ୍ଠି ସମେତ ଏସବୁ ଗମ୍ଭୀର ରୋଗ

ଦୁନିଆର ଦାମିକିଆ ମସଲା ଓ ଡ୍ରାଏ ଫ୍ରୁଡ୍ସ ମାନଙ୍କ ମଧ୍ୟରୁ କେଶର ଓ କିସମିସ୍ ହେଉଛି ଦୁର୍ଲଭ। କାରଣ ଏହା ଖୁବ୍ କମ୍ ସ୍ଥାନରେ ଉତ୍ପାଦନ ହୋଇଥାଏ । କେଶର ଔଷଧୀୟ ଗୁଣ ରେ ଭରପୁର ଅଟେ । ଆୟୁର୍ବେଦରେ କେଶର ଓ କିସମିସକୁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାର ମହୋଷଧି ଭାବରେ ଗ୍ରହଣ କରାଯାଏ ।…