Browsing Tag

raju srivastava

ପୁଣି ବିଗିଡିଲା ରାଜୁଙ୍କ ସ୍ୱାସ୍ଥ୍ୟ, ଡାକ୍ତର କହିଲେ ‘ବ୍ରେନ ଡେଡ୍‌, ଠିକ୍‌ ଭାବେ କାମ କରୁନି ହାର୍ଟ’

ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡିଛି। ଗତ କିଛିଦିନରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅଳ୍ପ ଟିକେ ଉନ୍ନତି ଦେଖାଦେଇଥିଲା କିନ୍ତୁ ଏବେ ପୁଣିଥରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ରାଜୁଙ୍କ ବ୍ରେନ ଡେଡ୍‌ ରହିଥିବା ବେଳେ…

୬ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆସିଲା ଆଶ୍ୱସ୍ତିକର ଖବର, ସେକ୍ରେଟାରୀ ଦେଲେ…

ଷ୍ଟାଣ୍ଡ୍‌ ଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତାଙ୍କ ସେକ୍ରେଟାରୀ ସୂଚନା ଦେଇଛନ୍ତି। ଅଗଷ୍ଟ ୧୦ରେ ରାଜୁଙ୍କର ହାର୍ଟ ଆଟାକ୍‌ ହୋଇଥିଲା। ତାଙ୍କ ସ୍ଥିତି ଏବେ ବି ଉଦ୍‌ବେଗଜନକ ରହିଛି। ତେବେ ଆଜି ତାଙ୍କ ସେକ୍ରେଟାରୀଙ୍କ ପକ୍ଷରୁ ରାଜୁଙ୍କ ହେଲଥ୍‌…

ସୁଧୁରୁଛି ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ, ଗୁଜବ ଉପରେ ବିଶ୍ୱାସ ନ କରିବାକୁ ପରିବାର ପକ୍ଷରୁ ନିବେଦନ

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ହେଉଛି ବୋଲି ଖବର ମିଳିଛି। ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍‌ ଡ୍ୟାମେଜ ହୋଇଥିବା ଖବର ଗତକାଲି ଆସିଥିଲା। ଯାହାପରେ ଫ୍ୟାନ୍ସ ଚିନ୍ତିତ ହୋଇପଡିଥିଲେ। ଏବେ ରାଜ ଶ୍ରୀବାସ୍ତବଙ୍କ ପରିବାର…

ଆଞ୍ଜିଓପ୍ଲାଷ୍ଟି ପରେ ରାଜୁଙ୍କର ବ୍ରେନ ଡ୍ୟାମେଜ ହୋଇଥିବା ସୂଚନା, ଫେରୁନି ଚେତା

ବଲିଉଡର ଲୋକପ୍ରିୟ ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ ହାର୍ଟଆଟାକର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ଗତକାଲି ଆଞ୍ଜିଓପ୍ଲାଷ୍ଟି ପରେ ଭେଣ୍ଟିଲେଟରରେ ଥିବା ବେଳେ ଏବେ ଅଭିନେତାଙ୍କ ବ୍ରେନ୍ ଡ୍ୟାମେଜ…

ରାଜୁ ଶ୍ରୀବାସ୍ତବଙ୍କ ସାନ ଭାଇ କାଜୁ ଶ୍ରୀବାସ୍ତବ ବି ଏମ୍ସରେ ଭର୍ତ୍ତି, ପରିବାରରେ ଦୁଃଖର ବାତାବରଣ

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ସେ ଭେଣ୍ଟିଲେଟରରେ ରହିଛନ୍ତି। ଏହାରି ଭିତରେ ରାଜୁଙ୍କ ପିଆର୍‌ଓ ଗର୍ବିତ୍‌ ନାରଙ୍ଗ ମିଡିଆକୁ ସୂଚନା ଦେଇଛନ୍ତି ଯେ ରାଜୁଙ୍କ ସାନ ଭାଇ କାଜୁ ମଧ୍ୟ ଏମ୍ସରେ ଭର୍ତ୍ତି…

ମୁମ୍ବାଇରେ ଅଟୋ ଚଲାଉ ଚଲାଉ ପାଲଟିଗଲେ କମେଡି କିଙ୍ଗ୍‌! ଏମିତି ଥିଲା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ଜୀବନ ଯାତ୍ରା…

ରାଜୁ ଶ୍ରୀବାସ୍ତବ, କେବଳ ନାଁଟି ହିଁ ଯଥେଷ୍ଟ। କିଏ ବା ନ ଜାଣିଛି ରାଜୁଙ୍କୁ। ଷ୍ଟାଣ୍ଡ୍‌-ଅପ୍‌ କମେଡିଆନ ଭାବେ ଲୋକପ୍ରିୟତାର ଶୀର୍ଷରେ ରାଜୁ ଶ୍ରୀବାସ୍ତବ। କିଏ ତାଙ୍କୁ କୁହେ ‘କମେଡିର ବାଦଶାହ’ ତ କିଏ କୁହେ ‘କମେଡି କିଙ୍ଗ୍‌’। ରାଜୁଙ୍କ ପ୍ରତି ରକ୍ତ ବିନ୍ଦୁରେ ଭରି ରହିଛି ପ୍ରତିଭା।…

ଆଞ୍ଜିଓପ୍ଲାଷ୍ଟି ହେବା ପରେ ଭେଣ୍ଟିଲେଟର ସପୋର୍ଟରେ ରାଜୁ ଶ୍ରୀବାସ୍ତବ, ଫ୍ୟାନ୍ସ କରୁଛନ୍ତି ପ୍ରାର୍ଥନା

ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପାଇଁ ଫ୍ୟାନ୍ସ ଏବେ ପ୍ରାର୍ଥନା କରୁଛନ୍ତି। ଅଚାନକ ତାଙ୍କର ସ୍ୱାସ୍ଥ୍ୟ ବିଗିଡିଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ହୃଦଘାତର ଶିକାର ହେବା ପରେ ଏମ୍ସ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ଆଞ୍ଜିଓପ୍ଲାଷ୍ଟି ପରେ ଭେଣ୍ଟିଲେଟରରେ…

କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ହାର୍ଟ ଆଟାକ୍‌! ଦିଲ୍ଲୀ ଏମ୍ସରେ ଚାଲିଛି ଚିକିତ୍ସା

ଟିଭି ଜଗତର ଜଣାଶୁଣା କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମିଳିଥିବା ଖବର ମୁତାବକ, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ। ଦେହ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିବାରୁ ତାଙ୍କୁ ଦିଲ୍ଲୀର ସରକାରୀ ହସ୍ପିଟାଲ ଏମ୍ସରେ ଭର୍ତ୍ତି କରାଯାଇଛି।…

ରାଜୁ ଶ୍ରୀବାସ୍ତବଙ୍କୁ ପାକିସ୍ତାନ୍‌ରୁ ମିଳିଲା ହତ୍ୟା ଧମକ, ଫୋନ୍‌ରେ କହିଲା- ‘ଦାଉଦଙ୍କୁ ନେଇ ଜୋକ୍‌ କରନି’

କମେଡିଆନ୍‌ ତଥା ବର୍ତ୍ତମାନର ଉତ୍ତର ପ୍ରଦେଶ ଫିଲ୍ମ ବିକାଶ ବୋର୍ଡର ଚେୟାରମ୍ୟାନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ପୁଣିଥରେ ପାକିସ୍ତାନରୁ ଜୀବନରୁ ମାରିଦେବାକୁ ଧମକ ମିଳିଛି। ରିପୋର୍ଟ ମୁତାବକ, ଏକ ଫୋନ୍‌ କଲ ମାଧ୍ୟମରେ ତାଙ୍କୁ ଏହି ହତ୍ୟା ଧମକ ମିଳିଛି। ଏଥରକ ରାଜୁଙ୍କ ସହଯୋଗୀ ଅଜିତ୍‌…