Browsing Tag

ramachandi

ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି ମା’ ରାମଚଣ୍ଡୀଙ୍କ ହାଣ୍ଡିଭଙ୍ଗା ଯାତ୍ରା

କୋଣାର୍କ ପୁରୀ ବେଳାମାର୍ଗର କୁଶଭଦ୍ରା ନଦୀ ମୁହାଣ ନିକଟରେ ପୂଜା ପାଉଛନ୍ତି ମା' ରାମଚଣ୍ଡୀ। କିମ୍ବାଦନ୍ତୀ କୁହେ ପ୍ରଭୁ ରାମଚନ୍ଦ୍ର ଲଙ୍କାକୁ ସେତୁବନ୍ଧ ନିର୍ମାଣ କରିବା ସମୟରେ ମା' ଙ୍କୁ ଏଠାରେ ପ୍ରତିଷ୍ଠା କରିଥିଲେ। ମା' ଙ୍କର ବାର ମାସରେ ତେରପର୍ବ ପାଳନ ହେଉଥିବା ବେଳେ ବୈଶାଖ ମାସର…