Browsing Tag

randhir kapoor corona positive

ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ଅଭିନେତା ରଣଧୀର କପୁରଙ୍କୁ ଆଇସିୟୁକୁ ସ୍ଥାନାନ୍ତର

ବଲିଉଡ ଇଣ୍ଡଷ୍ଟ୍ରିରୁ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି। ଯେଉଁଠି ଅଭିନେତ୍ରୀ କରିନା କପୁର କରୋନା ସହ ଲଢେଇ କରିବାକୁ ବାର୍ତ୍ତା ଦେଉଛନ୍ତି ସେଠାରେ କରୀନା କପୁର ଏବଂ କରିସ୍ମା କପୁରଙ୍କ ବାପା ରଣଧୀର କପୁର କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କୁ ମୁମ୍ବାଇ କୋକିଲାବେନ ଧିରୁଭାଇ ଅମ୍ବାନୀ…

ଅଭିନେତା ରଣଧୀର କପୁର କରୋନା ସଂକ୍ରମିତ, ମୁମ୍ବାଇ କୋକିଲାବେନ ହସପିଟାଲରେ ଭର୍ତ୍ତି

ଅଭିନେତା ରଣଧୀର କପୁର କରୋନା ସଂକ୍ରମିତ । ମୁମ୍ବାଇ କୋକିଲାବେନ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । କରିନା କପୁର ଓ କରିସ୍ମା କପୁରଙ୍କ ବାପା ରଣଧୀର କପୁର କରୋନା ସଂକ୍ରମିତ ହୋଇଛନ୍ତି । ଗତକାଲି ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏହାପରେ ତାଙ୍କୁ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି ।…