Browsing Tag

Randy Orton

WWE: ରିଙ୍ଗ୍ ଭିତରେ ଆଶାବାଡି ଧରି ପହଁଚିଲେ ର‌୍ୟାଣ୍ଡି ଅର୍ଟନ, ତାପରେ ଯାହାହେଲା ପଢନ୍ତୁ ଏହି ରିପୋର୍ଟ

ଡବ୍ଳୁଡବ୍ଳୁଇ(WWE)ରେ କିଛି ଏମିତି ଘଟଣା ଘଟିଛି ଯାହାକୁ ଯେକେହିବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ। ରିଙ୍ଗ ଭିତରେ ର‌୍ୟାଣ୍ଡି ଅର୍ଟନଙ୍କୁ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ସେ ଆଶାବାଡି ଧରି ରିଙ୍ଗ ଭିତରେ ପହଁଚିଥିଲେ । ଯାହାକୁ ଦେଖି ତାଙ୍କର ଫ୍ୟାନ୍ସ ମାନେ ଆବାକ୍ ହୋଇଯାଇଥିଲେ ।…