Browsing Tag

Range Rover accident

ରେଞ୍ଜ ରୋଭର ଦୁର୍ଘଟଣାରେ ଯୁବତୀ ମୃତ: ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ

ଭୁବନେଶ୍ୱର (କେନ୍ୟୁଜ): ରେଞ୍ଜ ରୋଭର ଦୁର୍ଘଟଣାରେ ଆଖି ବୁଜିଲେ ଗୁରୁତର ଯୁବତୀ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ହୋଇଛି। ମୃତ ଘୋଷଣା କଲେ ଚିକିତ୍ସା କରୁଥିବା ଡାକ୍ତର । ଗତ ୩୧ ତାରିଖରେ ଭୁବନେଶ୍ୱର ପାୱାର ହାଉସ ଛକରେ ଦୁର୍ଘଟଣା…