Below header
Browsing Tag

rape punishment

ହାଇଦରାବାଦ ରେପ୍‌ ଓ ମର୍ଡର ପରେ ଉତ୍ୟକ୍ତ ମହିଳାଙ୍କ ଅଜବ ଦାବି, ‘ସଂନ୍ଧ୍ୟା ୭ଟା ପରେ ପୁରୁଷମାନେ ଘରେ ରୁହନ୍ତୁ’

ହାଇଦରାବାଦର ଡାକ୍ତରଙ୍କର ସାମୂହିକ ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ନେଇ ସାଂସଦର ଦୁଇ ସଦନରେ କଡା ନିନ୍ଦା କରାଯାଇଛି। ଏହାସହିତ ଏହି ଘଟଣାକୁ ନେଇ ବିଭିନ୍ନ ରାଜ୍ୟର ଲୋକମାନେ ରାଜରାସ୍ତାକୁ ଓହ୍ଲାଇ ଘଟଣାର ବିରୋଧ କରୁଛନ୍ତି। ଏହି ସବୁ ମଧ୍ୟରେ ଜଣେ ମହିଳାଙ୍କର ଭିଡିଓ ଖୁବ୍‌ ଭାଇରାଲ ହେଉଛି।…

ଦୁଷ୍କର୍ମ ପାଇଁ ଏମିତି ଦଣ୍ଡ : ଭାରତରେ ଫାଶି, ଆଉ କେଉଁଠି ସମସ୍ତଙ୍କ ଆଗରେ ମୁଣ୍ଡକାଟ

ହାଇଦ୍ରାବାଦରେ ମହିଳା ଭେଟେରିନାରୀ ଡାକ୍ତରଙ୍କ ସହ ହୋଇଥିବା ଗଣ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ କଠୋର କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି। ତେବେ ଆସନ୍ତୁ ଜାଣିବା, ଭାରତୀୟ ଦଣ୍ଡ…

୧୨ ବର୍ଷରୁ କମ୍ ନାବାଳିକା ଦୁଷ୍କର୍ମ ମାମଲାରେ ମିଳିବ ମୃତ୍ୟୁଦଣ୍ଡ : ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ହେଲା ଆଇନ

ନୂଆଦିଲ୍ଲୀ : ୧୨ ବର୍ଷରୁ କମ୍ ନାବାଳିକାଙ୍କ ସହ ଦୁଷ୍କର୍ମ କଲେ ମିଳିବ ମୃତ୍ୟୁଦଣ୍ଡ । ଫାଶୀଖୁଣ୍ଟରେ ଝୁଲିବ ଆସାମୀ । ସଂଶୋଧିତ ଅପରାଧିକ ବିଲ୍- ୨୦୧୮କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି । ପୂର୍ବରୁ ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍ ପାସ ହୋଇଥିଲା। ଏବେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ…