Below header
Browsing Tag

rapist of minor

ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

କନ୍ଧମାଳ (କେନ୍ୟୁଜ): ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଫୁଲବାଣୀର ଅଭିଯୁକ୍ତ ଅଶୋକ ନାୟକକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ। ଏହା ସହ ୨୦ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ୬ ମାସ ଅଧିକ ଜେଲଦଣ୍ଡାଦେଶ। ରାୟ ଶୁଣାଇଛନ୍ତି ପୋକ୍ସୋ କୋର୍ଟ। ୨୦୨୦ ଜାନୁଆରୀ ୧୨ରେ ନାବାଳିକାଙ୍କୁ…

ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ କାରାଦଣ୍ଡାଦେଶ ଓ ୨୦ ହଜାର ଜରିମାନା, ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ…

କଟକ (କେନ୍ୟୁଜ): ୨୦୧୮ ମସିହା ମେ ମାସରେ କଟକ ପ୍ରେସ ଛକ ବରଫ ଦୋକାନରେ ୧୧ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆସାମୀ ଜଗବନ୍ଧୁ ମହାପାତ୍ରକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ଆଡ଼ହକ ଫାଷ୍ଟ ଟ୍ରାକ ପୋକସୋ କୋର୍ଟ। ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର…