ମୀନ ରାଶିରେ ଶୁକ୍ର ବକ୍ରି ହେବା ଦ୍ୱାରା ଏହି ୪ ରାଶି ଉପରେ ପଡିବ ଖରାପ ପ୍ରଭାବ
ଧନ, ସମୃଦ୍ଧି ଏବଂ ସୁଖ ପ୍ରଦାନକାରୀ ଶୁକ୍ର ଗ୍ରହ ୨ ମାର୍ଚ୍ଚ ୨୦୨୫ ସକାଳ ୫ଟା୧୨ ମିନିଟରୁ ମୀନ ରାଶିରେ ବକ୍ରି ହୋଇଛନ୍ତି । ଯାହା ପ୍ରଭାବିତ କରିଛି ବିଭିନ୍ନ ରାଶିମାନଙ୍କୁ । ଫଳରେ ମେଷ, ବୃଷ, କନ୍ୟା, ଏବଂ ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ । ଏହାସହିତ ମିଥୁନ,…