କେମିତି କଟିବ ଆଜିର ଦିନ

mesha

ମେଷ : ସୁସ୍ୱାଦୁ ଭୋଜନ କରିବେ । ଭାବିଚିନ୍ତି ଧନ ନିବେଶ କରନ୍ତୁ । କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ ।

brushaବୃଷ : ପାରିବାରିକ ସମସ୍ୟା ଦୂର ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବେପାର ବାଣିଜ୍ୟରେ ସଫଳତା ପାଇବେ ।

mithunaମିଥୁନ : ପରିବାରର ସହଯୋଗ ପାଇବେ । ଶରୀର ଅସୁସ୍ଥ ରହିବ । କୌଣସି ଧର୍ମକାର‌୍ୟ୍ୟରେ ଯୋଗ ଦେଇ ପାରନ୍ତି ।

karkataକର୍କଟ :ଗୃହରେ ଅଶାନ୍ତି ଦେଖାଦେବ । ମନରୁ ସନ୍ଦେହ ଭାବ ଦୂର କରିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

singhaସିଂହ : ଅହଂଭାବ ତ୍ୟାଗ କରନ୍ତୁ । ଭ୍ରମଣ ଯୋଗ ରହିଛି । ଶତ୍ରୁ ବୃଦ୍ଧି ହେବେ ।

kanyaକନ୍ୟା : ସୁସ୍ୱାଦୁ ଭୋଜନ କରିବେ । କର୍ମ ଓ ବେପାର ବାଣିଜ୍ୟ କ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ ସମସ୍ୟା ଦୂର ହେବ ।

tulaaତୁଳା : କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ । ସନ୍ତାନକୁ ନେଇ ଚିନ୍ତିତ ରହିବେ । ଆୟ ମଧ୍ୟମ ରହିବ ।

bichhaବିଛା :ପରିବାରରେ ମନ ମିଳାଇ ଚଳନ୍ତୁ । ଗୁରୁଜନଙ୍କ ସହଯୋଗ ମିଳିବ । ମାନ ସମ୍ମାନ ପ୍ରାପ୍ତି ହେବ । ବନ୍ଧୁ ମିଳନ ଯୋଗ ରହିଛି ।

dhanuଧନୁ : ଅହଙ୍କାର ତ୍ୟାଗ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦାମ୍ପତ୍ୟ ଜୀବନରେ ଖୁସି ଦେଖାଦେବ ।

makaraମକର : ଧନର ଆଦାନ ପ୍ରଦାନ କରନ୍ତୁ ନାହିଁ । ସୁସ୍ୱାଦୁ ଭୋଜନ କରିବେ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ ।

kumbhaକୁମ୍ଭ : ଅହଙ୍କାର ତ୍ୟାଗ କରନ୍ତୁ । ଛୋଟ ଛୋଟ କଥାକୁ ନେଇ ବ୍ୟତିବ୍ୟସ୍ତତା ଦେଖା ଦେଇପାରେ । କର୍ମକ୍ଷେତ୍ର ଓ ବେପାର ବାଣିଜ୍ୟରେ ସଫଳତା ପାଇବେ ।

minaମୀନ : ପରିବାରରେ ଶାନ୍ତି ମିଳିବ । ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.