Browsing Tag

ravan aka aravind trivedi wept while watching tamayana

ରାମାୟଣ: ଟିଭିରେ ସୀତା ହରଣ ଦେଖି ଖୋଦ୍‌ ରାବଣ ବି ହୋଇଗଲେ ଭାବୁକ, ଯୋଡ଼ି ଦେଲେ ଦୁଇ ହାତ

ଅଶୀ ଦଶକରେ ୭୮ ଏପିସୋଡ଼ ‘ରାମାୟଣ’ରେ ରାବଣ ଭୁମିକାରେ ଥିଲେ ଅଭିନେତା ଅରବିନ୍ଦ ତ୍ରିବେଦି । ଏବେ ଅରବିନ୍ଦଙ୍କୁ ୮୪ ବର୍ଷ । ଟିଭିରେ ଯଦିଓ ରାବଣ ଭୂମିକାରେ ଅଭିନୟ କରିଛନ୍ତି, ବାସ୍ତବ ଜୀବନରେ ସେ ଜଣେ ରାମଭକ୍ତ । କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଯୋଗୁ ଲୋକେ ଏକରକମ ଘରେ ବନ୍ଦୀ ହୋଇ…