ହାଇଦ୍ରାବଦରେ ରେଭ୍ ପାର୍ଟି: ଚଢ଼ଉରେ କୋକେନ୍ ଏବଂ ଚରସ୍ ଜବତ, ଅଟକଙ୍କ ଭିତରେ ଅଭିନେତା ଓ ରାଜନେତାଙ୍କ ପିଲା
ହାଇଦ୍ରାବଦ: ହାଇଦ୍ରାବଦରେ ରେଭ୍ ପାର୍ଟି । ୧୪୨ ଜଣଙ୍କୁ ଅଟକ ରଖିଛି ପୋଲିସ୍ । ଏମାନଙ୍କ ଭିତରେ ଅଛନ୍ତି ଭିଆଇପି, ଅଭିନେତା ଓ ରାଜନେତାଙ୍କ ପିଲା। ହାଇଦ୍ରାବାଦ ବଞ୍ଜାରା ହିଲ୍ସରେ ଥିବା ଏକ ପଞ୍ଚ ତାରକା ହୋଟେଲର ପବ୍ରେ ଚଢ଼ଉ କରିଥିଲା ପୋଲିସ୍ । ଏଠି ଚାଲିଥିବା ରେଭ୍ ପାର୍ଟିରେ…