Below header
Browsing Tag

Recruitment 2020

ଆପଣ ୧୦ମ କିମ୍ବା ଯୁକ୍ତ ଦୁଇ ପାସ୍‌ କରିଛନ୍ତି କି ? କରିପାରିବେ ରେଳବାଇ ଚାକିରି

କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଦକ୍ଷିଣ ରେଳବାଇ, ଚେନ୍ନାଇରେ ଅନେକ ପଦବୀ ପାଇଁ ଆବେଦନ କରୁଛି। ଏହି ପଦରେ ଭର୍ତ୍ତି କେବଳ ଓ୍ଵାକ ଇନ ଇଣ୍ଟରଭ୍ୟୁ ଜରିଆରେ ହେବ। ଦକ୍ଷିଣ ରେଳବାଇ ପକ୍ଷରୁ ୬୦୦ ପଦବୀରେ ନିଯୁକ୍ତି ଦେବ ରେଳବାଇ ବୋଲି ସୂଚନା ମିଳିଛି। ଦକ୍ଷିଣ ରେଳବାଇ ତରଫରୁ…