ସ୍ଥଗିତ ହେଲା ରାମ ଚରଣ ଓ କିଆରା ଆଡ଼ଭାନୀଙ୍କ ଫିଲ୍ମ ‘ଗେମ୍ ଚେଞ୍ଜର୍’ର ରିଲିଜ ଡେଟ୍
ସାଉଥ ସୁପରଷ୍ଟାର ରାମ ଚରଣ ଏବଂ କିଆରା ଆଡଭାନୀଙ୍କ ଆଗାମୀ ଫିଲ୍ମ 'ଗେମ୍ ଚେଞ୍ଜର' ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଖୁବ ଚର୍ଚ୍ଚାରେ ରହିଆସିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଏସ ଶଙ୍କର । 'RRR' ପରେ ରାମ ଚରଣ ଏହି ଫିଲ୍ମ ସହିତ ପୁଣିଥରେ କମ୍ ବ୍ୟାକ୍ କରୁଛନ୍ତି । ଦୀର୍ଘ ସମୟ…