Browsing Tag

released

ଦୀର୍ଘ ୪ ବର୍ଷ ପରେ FATFର ଗ୍ରେ ଲିଷ୍ଟରୁ ମୁକୁଳିଲା ପାକିସ୍ତାନ : କଳା ତାଲିକାଭୁକ୍ତ ହେଲା ଭାରତର ଆଉ ଏକ ପଡ଼ୋଶୀ

ନୂଆଦିଲ୍ଲୀ : ଦିର୍ଘ ୪ ବର୍ଷ ପରେ ଗ୍ଲୋବାଲ ଫାଇନାନ୍ସ ୱାଚଡଗ୍(ଏଫଏଟିଏଫ) ପାକିସ୍ତାନକୁ ଗ୍ରେ ତାଲିକାରୁ ବାହାର କରିଛି। ଶୁକ୍ରବାର ଏଫଏଟିଏଫର ବୈଠକରେ ଏହି ଘୋଷଣା କରାଯାଇଛି । ଏହି ଘୋଷଣା ପାକିସ୍ତାନ ପାଇଁ ଏକ ଭଲ ଖବର । ଆତଙ୍କବାଦି ଓ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାରେ ବିଫଳ ହେବା…

ଜେଲରୁ ମୁକୁଳିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଟାଙ୍ଗୀ (କେନ୍ୟୁଜ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଆଜି ଜେଲ୍‌ରୁ ମୁକୁଳିଛନ୍ତି। ଆଜି ମଧ୍ୟାହ୍ନ ରେ ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତ ଦିନ ପାଇଁ ବିଧାୟକଙ୍କୁ ଉଚ୍ଚ ନ୍ୟାୟାଳୟ ଅନ୍ତରୀଣ ଜାମିନ ଦେଇଛନ୍ତି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସର୍ତ୍ତ ମୂଳକ ଜାମିନ ପ୍ରଦାନ ପରେ…

ପ୍ରକାଶ ପାଇଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ, ୭୦ ହଜାର ୮୫୩ ଜଣ କୃତକାର୍ଯ୍ୟ

ଭୁବନେଶ୍ବର (କେନ୍ୟୁଜ୍‌): ପ୍ରକାଶ ପାଇଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ। ୭୦ ହଜାର ୮୫୩ ଜଣ କୃତକାର୍ଯ୍ୟ। ଗତ ମାର୍ଚ୍ଚ ୧୧ ତାରିଖରେ ରାଜ୍ୟର ୫୩୯ ଟି କେନ୍ଦ୍ରରେ ହୋଇଥିଲା ଏହି ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ଏହି ପରୀକ୍ଷା। ରାଜ୍ୟର ୮୫ ହଜାର ୯୨…

‘ନିଟ୍‌’ ପ୍ରବେଶିକା ଫଳ ପ୍ରକାଶ, ୧୦୦ ରୁ ୧୦୦ ରଖିଛନ୍ତି ତିନି ଛାତ୍ର

ଭୁବନେଶ୍ୱର (କେନ୍ୟୁଜ): ପ୍ରକାଶ ପାଇଲା ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-୨୦୨୧’ ଫଳ। ଦେଶରେ ଏମ୍‌ବିଏସ ପାଠ୍ୟକ୍ରମରେ ନାମଲେଖାଇବାକୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ବାରା ପରିଚାଳିତ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା(ନିଟ୍) ୨୦୨୧ ପରୀକ୍ଷାଫଳ ସୋମବାର ରାତିରେ…