Browsing Tag

remuna

ଫାଣ୍ଡିଠାରୁ ୩୦ ମିଟର ଦୂର, କିନ୍ତୁ ନିର୍ଭୟରେ ଗ୍ୟାସ କଟରରେ କାଟି ଏଟିଏମରୁ ଲୁଟିନେଲେ

ବାଲେଶ୍ବର(କେନ୍ୟୁଜ୍):  ମାତିଲେ ATM ଲୁଟେରା । ଗ୍ୟାସ୍ କଟରରେ କାଟି ଏଟିଏମରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ବର ଜିଲ୍ଲା ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟ SBI ଏଟିଏମରୁ ଲୁଟ୍ ହୋଇଛି । ଫାଣ୍ଡିଠାରୁ ୩୦ ମିଟର ଦୂରରେ ଥିବା ଏକ ATMରୁ ଗତକାଲି ରାତି ୨ଟାରୁ ୩ଟା ମଧ୍ୟରେ…

ରେମୁଣା ଗୋଲେଇ ନିକଟରେ ଯୁବକଙ୍କ ଉପରେ ଗୁଳିମାଡ଼, ଅନ୍ୟ ଜଣେଙ୍କୁ ଗୋଡେଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ

ବାଲେଶ୍ୱର(କେନ୍ୟୁଜ୍): ବାଲେଶ୍ୱରରେ ଗୁଳିମାଡ଼ । ଶିଳ୍ପାଞ୍ଚଳ ଥାନା ରେମୁଣା ଗୋଲେଇ ନିକଟରେ ଯୁବକଙ୍କ ଉପରେ ଗୁଳିମାଡ଼। ଜଣେ ଯୁବକଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣେ ଯୁବକଙ୍କୁ ଗୋଡେଇ ଗୋଡ଼େଇ ହାଣିଛନ୍ତି ଦୁର୍ବୃତ୍ତ। ସନ୍ଧ୍ୟା ପ୍ରାୟ ୬ଟା ବେଳେ ରେମୁଣା ଗୋଲେଇ ଓଭର ବ୍ରିଜ ନିକଟରେ…