Below header
Browsing Tag

repolling

ଭଦ୍ରକ ଧାମନଗର ଏନଏସିର ୬ଟି ବୁଥରେ ଆଜି ପୁନଃ ମତଦାନ, ୧୧ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ଜିଲ୍ଲା ଧାମନଗର ଏନଏସିର ୬ଟି ବୁଥରେ ଆଜି ପୁନଃ ମତଦାନ ହେବ । ୪ଟି ୱାର୍ଡର ୬ଟି ବୁଥ୍‌ରେ ପୁନଃ ମତଦାନ କରାଯିବ। ୧୦ଟାରୁ ୪ଟା ଯାଏଁ ଚାଲିବ ଭୋଟିଂ। ନିର୍ବାଚନୀ ହିଂସା ଯୋଗୁଁ ବୁଥ୍‌ ଗୁଡିକରେ ମତଦାନ ସ୍ଥଗିତ ରଖାଯାଇଥିଲା। ଶାନ୍ତିଶୃଙ୍ଖଳାରେ ଭୋଟ୍‌ ଗ୍ରହଣ…

ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ: ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ଟି ବୁଥ୍‌ରେ ହେବ ଭୋଟଗ୍ରହଣ

ଭଦ୍ରକ(କେନ୍ୟୁଜ୍):  ଆଜି ଧାମନଗରରେ ଦୁଇଟି ବୁଥରେ ସାନି ମତଦାନ। ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ୨ଟି ବୁଥ୍‌ରେ ଭୋଟଗ୍ରହଣ ହେବ। ଗୋଟିଏ ସ୍କୁଲରେ ୨ଟି ବୁଥ୍‌ କରାଯାଇଛି। ଶାନ୍ତି ଶୃଙ୍ଖଳାର ସହ ଭୋଟଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଗତକାଲି ଭଦ୍ରକ…

ଆଜି କଟକ ନିଆଳିର ୩ଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ, ସକାଳ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲବ ପ୍ରକ୍ରିୟା

କଟକ (କେନ୍ଯୁଜ୍): ଆଜି କଟକ ନିଆଳିର ୩ଟି ପଞ୍ଚାୟତର ୧୪ଟି ବୁଥରେ ସାନି ମତଦାନ । ପଞ୍ଚାୟତ ନିର୍ବାଚନ ବେଳେ କିଛି ବୁଥ୍‌ରେ ବିବାଦ ଉପୁଜିଥିଲା । ସେ ସବୁ ସ୍ଥାନ ମାନଙ୍କରେ ମତଦାନ ବନ୍ଦ ରହିଥିଲା । ଆଜି ସେହି ସ୍ଥାନରେ ପୁନଃ ମତଦାନ ହେବ । ପୋଖରୀ ଗ୍ରାମପଞ୍ଚାୟତର ୧୨ଟି, ଅଲଣା ଓ ବିଳାଶୁଣି…

ସରିଲା ପଞ୍ଚାୟତ ଭୋଟ ପ୍ରଚାର, ଆଜି ୪୯ ବୁଥ୍‌ରେ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ପୁନଃ ମତଦାନ

ସରିଲା ପଞ୍ଚାୟତ ଭୋଟ ପ୍ରଚାର। ଆଜି ୪୯ ବୁଥ୍‌ରେ ପୁନଃ ମତଦାନ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ରେ ଯେଉଁ ୪୯ଟି ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା ସେଠାରେ ସାନି ମତଦାନ ହେଉଛି। ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟରେ ହିଂସା ବାଧାପ୍ରାପ୍ତ ୨୫ଟି ବୁଥ ଓ ୧୮ତାରିଖରେ ଦ୍ୱିତୀୟ ପର୍ଯ୍ୟାୟରେ…