Browsing Tag

report

ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ ,ଭାଙ୍ଗିଛି ୧୪ ହଜାରରୁ ଅଧିକ ଘର

ଭୁବନେଶ୍ୱତର ( କେନ୍ୟୁଜ ): ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ। ଅଗଷ୍ଟରେ ଆସିଥିବା ବନ୍ୟା ଓ ପ୍ରବଳ ବୃଷ୍ଟିପାତରେ ୧୪ ହଜାର ୨୩୫ ଘର ଭାଙ୍ଗିଛି। ୫ ହଜାର ୩୬ ହେକ୍ଟର ଚାଷଜମି ବାଲିଚର, ୧୧୨୫ ଡଙ୍ଗା ଓ ଜାଲ କ୍ଷତିଗ୍ରସ୍ତ ହୋଇଛି। ୧ ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷ ଜମିରେ ଶତକଡ଼ା ୩୩ ଭାଗରୁ…

ଫନି ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଛି : ରିପୋର୍ଟ

ପୁରୀ : ଶ୍ରୀମନ୍ଦିର ମରାମତି ମାମଲାରେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଏନ. କେ ମହାନ୍ତି କମିଶନ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଫନି ବାତ୍ୟା ଯୋଗୁଁ ଶ୍ରୀ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିର ମରାମତି କାମ ଶେଷ ହୋଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ଏନ. କେ ମହାନ୍ତି। ନାଟ୍ୟ ମଣ୍ଡପର…

ଚିଟଫଣ୍ଡ ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନମୋହନ ଦାସ କମିଶନଙ୍କ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ

ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନମୋହନ ଦାସ କମିଶନଙ୍କ ସପ୍ତମ ଅନ୍ତରୀଣ ରିପୋର୍ଟ ପ୍ରଦାନ । ୪୨୧ଟି ଚିଟଫଣ୍ଡ କମ୍ପାନୀ ସମ୍ପର୍କରେ ୧୬ ହଜାର ୯୫୭ ପୃଷ୍ଠାର ଏହି ରିପୋର୍ଟକୁ କମିଶନଙ୍କ ସଚିବ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ୧ ଲକ୍ଷ ୩୬ ହଜାର ୨୭…

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ଦେଶରେ ଜିଲ୍ଲା ଓ ତଳ କୋର୍ଟରେ ପଡି ରହିଥିବା ମାମଲାରେ ଓଡ଼ିଶାର ହାର ସର୍ବାଧିକ

ନ୍ୟାୟିକ ବ୍ୟବସ୍ଥାରେ ଓଡ଼ିଶାକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପଡିବ। ପ୍ରକାଶିତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି। ଦେଶରେ ତଳ କୋର୍ଟରେ କେତେ ସମୟ ଧରି ମାମଲା ପଡି ରହୁଛି, ଏହାର ହିସାବ ଦେଖିଲେ ଓଡ଼ିଶାରେ ଏ ସଂଖ୍ୟା ଦେଶରେ ସବୁଠାରୁ ଅଧିକ। ଗୋଟିଏ ବର୍ଷରେ ଫୈସଲା ହାରରେ…

ଆକ୍ସନ ମୁଡରେ ମନ୍ତ୍ରୀ, ପ୍ରତିମାସ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ବିଭାଗ କାମ ସମ୍ପର୍କରେ ଦେବେ ରିପୋର୍ଟ

କଟକ : ପ୍ରତିମାସ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ବିଭାଗ କାମ ସମ୍ପର୍କରେ ରିପୋର୍ଟ ଦେବେ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗ୍ରାଉଣ୍ଡକୁ ଯାଉଛନ୍ତି ମନ୍ତ୍ରୀ । ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କଟକ ଗସ୍ତ କରିଥିଲେ। କଟକ ମହାନଗର ନିଗମର ବିକାଶ ଭବନରେ ସହରର…