Below header
Browsing Tag

rerhakhole

ପ୍ରେମ କଲା, କୋର୍ଟରେ ବାହା ହେଲା ତା ପରେ ଛାଡ଼ି ପଳାଇଲା

ରେଢ଼ାଖୋଲ (କେନ୍ୟୁଜ୍‌) : କଲେଜ ପଢିବା ବୟସରେ ହେଲା ପ୍ରେମ । ପ୍ରେମ ଏତେ ଗଭୀର ହେଲା ଯେ ଦୁହେଁ ସ୍ଥିର କରି ନେଲେ ବାହା ହେବା ପାଇଁ । ତେଣୁ ସାମାଜିକ ସ୍ୱୀକୃତି ଲାଗି ପୁଅ ଝିଅ ଦୁହେଁ କୋର୍ଟରେ ରେଜଷ୍ଟ୍ରି ମ୍ୟାରେଜ କଲେ । ହେଲେ ଏସବୁ ପରେ ବି ଧୋକା ଦେଲା ସ୍ବାମୀ । ଜନ୍ମ ଜନ୍ମ ଧରି ସାଥୀ…

କନ୍ଦା ଖୋଳିବାକୁ ଯାଇଥିବା ବେଳେ ଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ

ରେଢ଼ାଖୋଲ (କେନ୍ୟୁଜ୍‌) : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ଋଷି ବଡ଼ମାଳ ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ । ଆଜି ଅପରାହ୍ନରେ ୪୬ ବର୍ଷ ବୟସ୍କ ଭାର୍ଜିଲା ଲାକ୍ରା ନାମକ ଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରି ମାରି ଦେଇଛି । ଘଟଣାରୁ ଜଣାପଡିଛି ଯେ ରେଢ଼ାଖୋଲ ଥାନା…

ମଦୁଆ ଟ୍ରକ୍‌ ଡ୍ରାଇଭରକୁ ଧରିଲେ ଗାଁ ଲୋକେ, ଘଟାଇଥାନ୍ତା ଦୁର୍ଘଟଣା

ରେଢ଼ାଖୋଲ (କେ ନ୍ୟୁଜ୍) : ମଦୁଆ ଟ୍ରକ୍ ଡ୍ରାଇଭରକୁ ଅଟକାଇଲେ ଗାଁ ଲୋକେ । ନଚେତ ଅଳ୍ପକେ ଦୁର୍ଘଟଣା ଘଟାଇଥାନ୍ତା । ତାକୁ ଧରି ପୋଲିସ୍ର ଜିମା ଦେଇଛନ୍ତି । ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ରେଢ଼ାଖୋଲ ଠାରେ । ଗତକାଲି ରାତି ପ୍ରାୟ ୮ଟା ବେଳେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥରେ ଏହି…

ଭୋର ୩ଟାରେ ଦୁର୍ଘଟଣା, ଟ୍ରଲର ପଛକୁ ଧକ୍କା ଦେଇ ପିକ୍‌ଅପ୍‌ ଡ୍ରାଇଭର୍‌ ମୃତ

ରେଢାଖୋଲ (କେ ନ୍ୟୁଜ୍) : ରେଢାଖୋଲ ୫୫ ନମ୍ବର ଜାତୀୟ ରାଜପଥ ଷ୍ଟାଡିୟମ ଛକ ଠାରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଏକ କୁକୁଡା ବୋଝେଇ ପିକଅପ୍ ଗାଡି ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୩ଟା ସମୟରେ ଷ୍ଟାଡିୟମ ଛକଠାରେ ଟ୍ରଲର୍ ପଛପଟକୁ ପିକଅପ୍ ଗାଡିଟି ଧକ୍କା…

ରେଢ଼ାଖୋଲ : ମୁହାଁମୁହିଁ ପିଟି ହେଲା ଦୁଇ ବାଇକ୍, ଚାଲିଗଲା ସନାତନଙ୍କ ଜୀବନ

ରେଢାଖୋଲ : ଏଇ ନୂଆ ବର୍ଷରେ ମୁହାଁମୁହିଁ ଧକ୍କା ହେଲା ଦୁଇଟି ବାଇକ୍‌ ମଧ୍ୟରେ । ଏଥିରେ ଜଣକର ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କାଙ୍କଣପଡ଼ା ଗାଁ ନିକଟରେ ଏହି ଦୁର୍ଘଟଣା ଘଟି ସାନ ନୂଆପଡ଼ା ଗାଁର ସନାତନ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ସନାତନ ଏକ ବାଇକ୍‌ରେ…