ଅବସର ପରେ ଚାକିରି ଦେବେ ରାଜ୍ୟ ସରକାର, ଜାଣନ୍ତୁ ,କେଉଁମାନେ ପାଇବାକୁ ଯୋଗ୍ୟ
ଭୁବନେଶ୍ୱର : ସରକାରୀ ପ୍ରତିଷ୍ଠାନରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସାମୟିକ ନିୟୋଜନ ସମ୍ବନ୍ଧୀୟ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ଦେଖିବା କେଉଁମାନେ ସାମୟିକ ନିୟୋଜନ ପାଇଁ ଯୋଗ୍ୟ ବିବେଚିତ ହେବେ । ଯେଉଁ ଅଧିକାରୀମାନେ ସରକାରୀ ସେବାରୁ ଅବସର ଗ୍ରହଣ…