ହରଭଜନ ସିଂଙ୍କ ବଡ଼ ଘୋଷଣା! ସବୁଦିନ ପାଇଁ କ୍ରିକେଟକୁ କଲେ ଅଲ୍ବିଦା, ୨୦୧୬ରେ ଖେଳିଥିଲେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍
ଭାରତର କିମ୍ବଦନ୍ତୀ ଅଫ୍ ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ହରଭଜନ ସିଂ ୧୯୯୮ରେ ନିଜର ଡେବ୍ୟୁ କରିଥିଲେ ଏବଂ ବର୍ତ୍ତମାନ ୨୩ ବର୍ଷ ପରେ ସେ କ୍ରିକେଟକୁ ସବୁଦିନ ପାଇଁ ଅଲ୍ବିଦା କହିଛନ୍ତି। ମାତ୍ର ୧୭ ବର୍ଷ ବୟସରେ ହରଭଜନ ସିଂ ନିଜର କ୍ରିକେଟ୍ କ୍ୟାରିୟର ଆରମ୍ଭ…